ଏହି ୧୦ଟି ଆଇନ ବିଷୟରେ ଆପଣ ଜାଣନ୍ତି କି? ଅସୁବିଧାରେ ଏହା କାମରେ ଲାଗିବ

ପ୍ରାୟ ସମସ୍ତେ ଭାରତୀୟ ସମ୍ବିଧାନର ୬ଟି ମୌଳିକ ଅଧିକାର ବିଷୟରେ ଜାଣନ୍ତି, କିନ୍ତୁ ଅନେକ ନାଗରିକ ଭାବରେ ସେମାନଙ୍କ ଅଧିକାର ବିଷୟରେ ସଚେତନ ନୁହନ୍ତି । ଦେଶରେ ୩୫,୦୦୦ରୁ ଊର୍ଦ୍ଧ୍ୱ ଆଇନ ରହିଛି, ଯାହା ସମସ୍ତଙ୍କ ପକ୍ଷେ ମନେ ରଖିବା ସମ୍ଭବ ନୁହେଁ। କିନ୍ତୁ ସେଗୁଡ଼ିକ ମଧ୍ୟରୁ ଏହି ୧୦ଟି ଆଇନକୁ ସମସ୍ତ ଭାରତୀୟ ଜାଣିବା ଉଚିତ୍‌।

Courtesy: DailyBhaskar
ସମ୍ବନ୍ଧିତ ଖବର