ଅନୁସନ୍ଧାନ କରୁଥିବା ବର୍ଗ

ବିଶେଷ

ଦଉଡ଼ିଡିଆଁରେ ନୂଆ ରେକର୍ଡ : ଏକ ମିନିଟ୍‌ରେ ୩୭୪ ଥର ସ୍କିପିଂ

ଦୀର୍ଘ ୧୦ ବର୍ଷ ହେଲା ଦଉଡ଼ିଡିଆଁ (ସ୍କିପିଂ)ରେ ରହିଥିବା ବିଶ୍ବ ରେକର୍ଡକୁ ଜଣେ ଚୀନା କିଶୋର ଭାଙ୍ଗି ଦେଇଛନ୍ତି। ଚୀନ୍‌ର ନିଙ୍ଗବୋ ପ୍ରଦେଶ ଅନ୍ତର୍ଗତ ୟୁୟାଓ ସହରରେ ରହୁଥିବା ଝୋଉ କାଇ ନାମକ ୧୬ ବର୍ଷୀୟ ବାଳକ ଏକ ମିନିଟ୍‌ରେ ୩୭୪ ଥର ସ୍କିପିଂ କରି ଗିନିଜ୍‌ ବିଶ୍ବ ରେକର୍ଡରେ ନିଜର ନାମ…
ଅଧିକ ଖବର ଦେଖନ୍ତୁ...

ପିଣ୍ତ-ବ୍ରହ୍ମାଣ୍ତ: ଗୀତାରେ ଯଜ୍ଞ-୮

ଇନ୍ଦ୍ରିୟମାନଙ୍କର ସମସ୍ତ କ୍ରିୟା ଓ ପ୍ରାଣର ସମସ୍ତ କ୍ରିୟାକୁ, ଜ୍ଞାନ ଦ୍ୱାରା ପ୍ରକାଶିତ ଆତ୍ମସଂଯମ ଯୋଗ ରୂପକ ଅଗ୍ନିରେ ଆହୁତି ଦେବା ହେଉଛି ଗୀତାରେ ବର୍ଣ୍ଣିତ ଆଉ ଏକ ପ୍ରକାର ଯଜ୍ଞ। ଏହା ମଧ୍ୟ ଏକ ଅନ୍ତଃଯଜ୍ଞ, ଯେଉଁଥିରେ କୌଣସି ବାହ୍ୟ ଉପାଦାନ କିମ୍ବା ପ୍ରକ୍ରିୟା ବ୍ୟବହାର ହୁଏ ନାହିଁ।…
ଅଧିକ ଖବର ଦେଖନ୍ତୁ...

‘ଓଘୋବତୀ’ର ଜନ୍ମକଥା: ରାଜକନ୍ୟା ହେଲେ ପୁଣ୍ୟତୋୟା ନଦୀ

ଭାରତର ଅଧିକାଂଶ ପୁଣ୍ୟତୋୟା ନଦୀଙ୍କର ଜନ୍ମଜାତକ ବୈଚିତ୍ର୍ୟପୂର୍ଣ୍ଣ। କାରଣ ଏହି ନଦୀମାନେ ମୁଖ୍ୟତଃ ସ୍ୱର୍ଗଲୋକବାସିନୀ ଅଟନ୍ତି। ପୃଥିବୀର କଲ୍ୟାଣ କରିବା ନିମିତ୍ତ, ବ୍ରହ୍ମାଙ୍କର ଆଦେଶରେ ହେଉ କିମ୍ବା ତପସ୍ୱୀମାନଙ୍କର ତପସ୍ୟା ହେତୁ ହେଉ, ଏହି ନଦୀମାନଙ୍କୁ ଧରାବତରଣ କରିବାକୁ ହୋଇଥାଏ।…
ଅଧିକ ଖବର ଦେଖନ୍ତୁ...

ଭୟାବହ ଦୃଶ୍ୟ; ଚାଷୀଙ୍କ ସାର୍ଟ ଭିତରେ ପଶିଲା ନାଗ ସାପ

ନୂଆଦିଲ୍ଲୀ: ଯେକୌଣସି ସାପ ହେଉ ନା କାହିଁକି, ସାପ ନାମ ଶୁଣିଲେ ଭୟ ଲାଗିଥାଏ। ନିକଟରେ ସୋସିଆଲ ମିଡିଆରେ ଏକ ଭିଡିଓ ସାମ୍ନାକୁ ଆସିଛି। ଯେଉଁଥି‌ରେ ଭୟାବହ ଦୃଶ୍ୟ ଦେଖିବାକୁ ମିଳୁଛି। ଏଥିରେ ଥିବା ଚାଷୀ ଜଣକ ତି‌ଳେ ହେଲେ ଅସାବଧାନତା ହୋଇଥିଲେ ତାଙ୍କ ଜୀବନ ପ୍ରତି ବିପଦ ରହିଥିଲା ବୋଲି…
ଅଧିକ ଖବର ଦେଖନ୍ତୁ...

ଆକର୍ଷଣୀୟ ତ୍ବଚା ମହଙ୍ଗା ପଡ଼ିଲା ? ଦକ୍ଷତା, ଯୋଗ୍ୟତା ଥାଇ ବି ମିଳିଲାନି ଚାକିରି; କାରଣ ଜାଣିଲେ ଆପଣ ତାଜୁବ୍‌ ହେବେ

ନୂଆଦିଲ୍ଲୀ: ଇଣ୍ଟରଭ୍ୟୁରେ ପ୍ରତ୍ୟାଖ୍ୟାନ ହେଲେ ସମସ୍ତେ ଦୁଃଖ ଅନୁଭବ କରନ୍ତି। ଦରମା କିମ୍ବା କମ୍ପାନିର ଟେଷ୍ଟ ପାଇଁ ଯଦି ବିଫଳ ହୁଅନ୍ତି ତେବେ ତାହା ଅଲଗା କଥା; କିନ୍ତୁ ଯଦି ଶେଷ ରାଉଣ୍ଡ ଇଣ୍ଟରଭ୍ୟୁରେ ଚର୍ମ ରଙ୍ଗ ଆଧାରରେ ପ୍ରାର୍ଥୀଙ୍କୁ ଯଦି ପ୍ରତ୍ୟାଖ୍ୟାନ କରାଯାଏ ନିଶ୍ଚିତ ଖରାପ…
ଅଧିକ ଖବର ଦେଖନ୍ତୁ...

ମୋବାଇଲ ଚୋର ପ୍ରେମରେ ପଡ଼ିବା ପରେ ଏଭଳି କଥା କହିଲେ ଯୁବତୀ

ନୂଆଦିଲ୍ଲୀ: ସମୟ ସମୟରେ ସୋସିଆଲ ମିଡିଆରେ ଆଶ୍ଚର୍ଯ୍ୟଜନକ ପ୍ରେମକାହାଣୀ ସାମ୍ନାକୁ ଆସିଥାଏ। ଯାହାକୁ ବିଶ୍ବାସ କରି ହୋଇ ନଥାଏ। ଏମିତି ବି ଘଟିପାରେ ବୋଲି ମନରେ ପ୍ରଶ୍ନ ଆସିଥାଏ। ‌ଦେଖିବାକୁ ଗଲେ କଥାରେ ଅଛି ପ୍ରେମ ଅନ୍ଧ ହୋଇଥା ଏ। କାରଣ ଯେତେବେଳେ ଜଣେ ଅନ୍ୟ ଜଣକଙ୍କ ପ୍ରେମରେ…
ଅଧିକ ଖବର ଦେଖନ୍ତୁ...

ଭାରତର ଅଳସୁଆ ଟ୍ରେନ: ଘଣ୍ଟାକୁ ମାତ୍ର ୯ କିଲୋମିଟର ହିଁ ଯାଇଥାଏ ଏହି ଟ୍ରେନ

ନୂଆଦିଲ୍ଲୀ: ଆପଣ ନିଶ୍ଚିତ ଭାବରେ ପାସେଞ୍ଜର, ଏକ୍ସପ୍ରେସ, ସୁପରଫାଷ୍ଟ ଟ୍ରେନ ଦେଖିଥିବେ | ଟ୍ରେନର ବେଗକୁ ଆଧାର କରି ଏହାକୁ ପାସେଞ୍ଜର ଅଥବା ଏକ୍ସପ୍ରେସ ଭାବରେ ବିଭକ୍ତିକରଣ କରାଯାଇଥାଏ | ତେବେ ଆମେ ଯଦି ଆପଣଙ୍କୁ ପଚାରିବୁ ଯେ ସବୁଠାରୁ କମ ବେଗରେ ଯାଉଥିବା ଟ୍ରେନ ବାବଦରେ ଜାଣିଛନ୍ତି…
ଅଧିକ ଖବର ଦେଖନ୍ତୁ...

୪ବର୍ଷ ପରେ ମୃତ ବାପାଙ୍କ ହୃଦସ୍ପନ୍ଦନ ଶୁଣି ଭୋଭୋ ହୋଇ କାନ୍ଦିଥିଲେ ତିନିଭଉଣୀ

ନୂଆଦିଲ୍ଲୀ: ପରିବାରର କୌଣସି ସଦସ୍ୟଙ୍କ ମୃତ୍ୟୁ ହୋଇଗଲେ ସେ ଦୁଃଖକୁ ମଲା ଯାଏଁ ଭୁଲି ହୋଇ ନଥାଏ। ଆମେରିକାରେ ବସବାସ କରୁଥିବା ତିନିଜଣ ଭଉଣୀଙ୍କ କ୍ଷେତ୍ରରେ ଏମିତି କିଛି ଘଟଣା ଘଟିଥିଲ‌ା।  ଏହି ତିନି ଭଉଣୀଙ୍କୁ ତାଙ୍କ ବାପା ମାତ୍ର ୩୯ବର୍ଷ ବୟସରେ ଛାଡ଼ି ଦୁନିଆକୁ ଅଲବିଦା କହି…
ଅଧିକ ଖବର ଦେଖନ୍ତୁ...

ଇନଫୋସିସ୍ ପ୍ରତିଷ୍ଠାତାଙ୍କ ସ୍ତ୍ରୀ କହିଲେ, ‘ରେସ୍ତୋରାଁରେ ଚାମଚକୁ ଦେଖିଲେ ଭୟ ଲାଗେ’

ନୂଆଦିଲ୍ଲୀ: ଇନଫୋସିସ୍ ପ୍ରତିଷ୍ଠାତା ନାରାୟଣ ମୁର୍ତ୍ତୀଙ୍କ ପତ୍ନୀ ତଥା ଜଣାଶୁଣା ଲେଖକ ସୁଧା ମୁର୍ତ୍ତୀ ଖାଦ୍ୟ ଅଭ୍ୟାସ ବିଷୟରେ ସମ୍ପ୍ରତି ମନ୍ତବ୍ୟ ଦେଇ ଚର୍ଚ୍ଚାକୁ ଆସିଛନ୍ତି। ୟୁଟ୍ୟୁବ୍ ସିରିଜ୍ 'ଖାନେ ମେ କୌନ ହୈ'ରେ ସୁଧା ମୁର୍ତ୍ତୀ ଦେଇଥିବା ଏକ ସାକ୍ଷାତକାରରେ ପ୍ରକାଶ…
ଅଧିକ ଖବର ଦେଖନ୍ତୁ...

୪ ପିଲାଙ୍କ ବାପା ବନିବା ପରେ ଧରାପଡ଼ି ଏବେ ଜେଲ୍‌ରେ ପାକିସ୍ତାନୀ ଯୁବକ; ମାମଲାର ଶୁଣାଣି ଆଜି

ନାନ୍ଦୟାଲ୍‌: ଆଜିକାଲି ସୀମା-ସଚିନ ଓ ଅଞ୍ଜ-ଗୁଲ୍‌ଜାରଙ୍କ ପ୍ରେମ କାହାଣୀକୁ ନେଇ ଚର୍ଚ୍ଚା ହେଉଥିବା ବେଳେ ସାମ୍ନାକୁ ଆସିଛି ଆନ୍ଧ୍ରପ୍ରଦେଶର ନାନ୍ଦୟାଲ୍‌ ଜିଲ୍ଲାର ଜଣେ ମହିଳାଙ୍କ ପ୍ରେମ କାହାଣୀ। କିପରି ମହିଳା ଜଣକ ରଂଗ୍‌ ନମ୍ବରରୁ ପାକିସ୍ତାନୀ ଯୁବକଙ୍କ ପ୍ରେମରେ ପଡ଼ି ତାଙ୍କ ସହ…
ଅଧିକ ଖବର ଦେଖନ୍ତୁ...