ଆଜି ଖୋଲିବ ଭିତରକନିକା

ରାଜନଗର : ଆଜି ଠାରୁ ବିଶ୍ୱପ୍ରସିଦ୍ଧ ଭିତରକନିକା ଜାତୀୟ ଉଦ୍ୟାନ ଖୋଲିବ। ଚଳିତମାସ ୩ ତାରିଖ ଠାରୁ ୧୦ ତାରିଖ ଯାଏଁ ୮ ଦିନ ଧରି ଭିତରକନିକା ଦେଶ ବିଦେଶର ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିଥିଲା। ଏହି ସମୟରେ ଭିତରକନିକା ମଧ୍ୟରେ ପ୍ରବାହିତ ନଦୀ,ନାଳ ଗୁଡିକରେ ଥିବା ବଉଳା କୁମ୍ଭୀର ଓ ଭିତରକନିକାରେ ଭିଡ ଜମାଇଥିବା ବିଦେଶାଗତ ପକ୍ଷୀଙ୍କ ଗଣନା କରାଯାଇଥିଲା।

ସମ୍ବନ୍ଧିତ ଖବର