ଦୀପ ନିଆଁରୁ ମହିଳା ଗୁରୁତର

କାଳିଆପାଣି : କାଳିଆପାଣି ଥାନା ଅନ୍ତର୍ଗତ କାଳିଆପାଣି ଟାଉନସିପ୍‌ ଓଏମ୍‌ସି କଲୋନିସ୍ଥିତ ତାରିଣୀ ପୀଠ(ମନ୍ଦିର) ପରିସରରେ ଥିବା ମହାକାଳେଶ୍ୱରଙ୍କ ନିକଟରେ ଦୀପ ଜାଳୁଥିବା ସମୟରେ ସ୍ଥାନୀୟ ଜନୈକ ମହିଳା ଗୁରୁତର ଆହତ ହୋଇଥିବା ହୋଇଛନ୍ତି। ଡୁବୁରି କଳିଙ୍ଗନଗର ଟାଟାଷ୍ଟିଲ୍‌ ମେଡିକା ବର୍ଣ୍ଣ ୱାର୍ଡରେ ମହିଳା ଜଣଙ୍କ ଚିକିତ୍ସିତ ହେଉଛନ୍ତି। ସକାଳେ ଦୀପ ଜାଳୁଥିବା ବେଳେ ସାମାନ୍ୟ ଅସାବଧାନତାରୁ ମହିଳାଙ୍କ ଶାଢ଼ିରେ ନିଆଁ ଲାଗି ଯାଇଥିଲା।

ସମ୍ବନ୍ଧିତ ଖବର