ଅନୁସନ୍ଧାନ କରୁଥିବା ବର୍ଗ

ପୁନଶ୍ଚ ପୃଥିବୀ

ପୃଥିବୀର ଡିଜିଟାଲ୍‌ ଯମଜ: କେଇ ସେକେଣ୍ଡରେ କରିବ ପାଣିପାଗ ଅନୁମାନ

କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ଆଧାରିତ ସୁପରକମ୍ପ୍ୟୁଟର ଜରିଆରେ ପୃଥିବୀର ଏକ ‘ଡିଜିଟାଲ୍‌ ଯମଜ’ ପ୍ରସ୍ତୁତ କରାଯାଇଛି, ଯାହା ଅତି ଦ୍ରୁତ ପାଣିପାଗ ଭବିଷ୍ୟବାଣୀ କରି ବିଭିନ୍ନ ପାଣିପାଗ ବିପର୍ଯ୍ୟୟରୁ ଆମକୁ ରକ୍ଷା କରିପାରିବ। ଝଡ଼ ଓ ବାତ୍ୟା ସମ୍ପର୍କରେ ଭବିଷ୍ୟବାଣୀ କରୁଥିବା ପାରମ୍ପରିକ…
ଅଧିକ ଖବର ଦେଖନ୍ତୁ...

ପୃଥିବୀର ଚୁମ୍ବକୀୟ କ୍ଷେତ୍ର ପାଇଁ ବିପଦ କୃତ୍ରିମ ଉପଗ୍ରହ!

ପାଣିପାଗ ତଥ୍ୟ ସଂଗ୍ରହ, ସୂଚନା ସରବରାହ ଏବଂ ଅନ୍ତରୀକ୍ଷ ଓ ଭୂଗବେଷଣା ସଂକ୍ରାନ୍ତ ବିଭିନ୍ନ ପ୍ରକାର ବେତାର ସେବା ପାଇଁ ଆମେ ମହାକାଶକୁ କୃତ୍ରିମ ଉପଗ୍ରହମାନ ଛାଡ଼ିଥାଉ। ପୃଥିବୀ ଚାରିପଟେ ଘୂରି ବୁଲୁଥିବା ଏହି ଉପଗ୍ରହଗୁଡ଼ିକର କାର୍ଯ୍ୟକାଳ ପୂରିଯିବା ପରେ ସେଗୁଡ଼ିକ ପୃଥିବୀ ବାୟୁମଣ୍ଡଳରେ…
ଅଧିକ ଖବର ଦେଖନ୍ତୁ...

ଶୁଖିଗଲା ଚିରସ୍ରୋତା ବଉଳି ନାଳ

ଅନୁଗୁଳ: ଅନୁଗୁଳ ବ୍ଲକ ବନ୍ତଳା ଅଞ୍ଚଳରେ ଚାଷୀଙ୍କ ଜୀବନରେଖା କୁହାଯାଉଥିବା ବଉଳି ନାଳ ଏବେ ଶୁଖିଲା ପଡ଼ିଛି। ବଣ ପାହାଡ଼ ଘେରା ବଲଙ୍ଗ ପଞ୍ଚାୟତରୁ ବାହାରିଛି ଏହି ପ୍ରାକୃତିକ ନାଳ। ଦିନ ଥିଲା ପ୍ରକୃତିର ଏହି ବରଦାନ ବାଉଳି ନାଳରେ କେବଳ ବର୍ଷା ଦିନରେ ନୁହେଁ ବରଂ ଗ୍ରୀଷ୍ମ ଦିନରେ ମଧ୍ୟ ପ୍ରବଳ…
ଅଧିକ ଖବର ଦେଖନ୍ତୁ...

ଶୁଖିଗଲା ଜଳଭଣ୍ଡାର: ମୋଟ କ୍ଷମତାର ୩୧ ପ୍ରତିଶତକୁ ଜଳ ହ୍ରାସ

ନୂଆଦିଲ୍ଲୀ: ଦେଶର ପ୍ରମୁଖ ଜଳଭଣ୍ଡାରଗୁଡ଼ିକ ପ୍ରବଳ ଖରା ଯୋଗୁ ଶୁଖିବାରେ ଲାଗିଛି। ଦେଶର ୧୫୦ଟି ପ୍ରମୁଖ ଜଳ ଭଣ୍ଡାରରେ ଜଳ ସ୍ତର ସେଗୁଡ଼ିକର ସର୍ବୋଚ୍ଚ କ୍ଷମତାର ୩୧ ପ୍ରତିଶତ ସ୍ତରକୁ ଖସିଆସିଲାଣି। ଗତବର୍ଷ ତୁଳନାରେ ଏବର୍ଷ ଦକ୍ଷିଣ ଭାରତୀୟ ରାଜ୍ୟ ଆନ୍ଧ୍ରପ୍ରଦେଶ ଏବଂ କର୍ଣ୍ଣାଟକରେ…
ଅଧିକ ଖବର ଦେଖନ୍ତୁ...

ନିଆଁ ଆଁରେ ଓଡ଼ିଶା ଜଙ୍ଗଲ: ୧୧୮୧ ସ୍ଥାନରେ ଜଳୁଛି

ଭୁବନେଶ୍ବର: ପାଞ୍ଚ ଦିନ ହେଲା ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ଜଙ୍ଗଲରେ ନିଆଁ ଲିଭୁନି। କଳହାଣ୍ଡି ଜିଲ୍ଲାର କର୍ଲାପାଟ ଅଭୟାରଣ୍ୟ ହୁତୁହୁତୁ ହୋଇ ଜଳୁଛି। ସୁନ୍ଦରଗଡ଼ ଜିଲ୍ଲାର ହେମଗିରି ଜଙ୍ଗଲରେ ନିଆଁ ବ୍ୟାପିଲାଣି। କୋରାପୁଟର ନାରାୟଣପାଟଣାରୁ ଆରମ୍ଭ କରି ରାୟଗଡ଼ାର ମୁନିଗୁଡ଼ା,…
ଅଧିକ ଖବର ଦେଖନ୍ତୁ...

ଆଉ ‘ଜୀବନରେଖା’ ନୁ‌ହେଁ ବୈତରଣୀ

ବାରିକପୁର: ବୈତରଣୀ ନଦୀ ହେଉଛି ଭଦ୍ରକ ଜିଲ୍ଲାର ଜୀବନରେଖା। ଏହାର ଅଥଳ ଜଳରାଶି ଭଣ୍ଡାରିପୋଖରୀ, ଧାମନଗର, ଚାନ୍ଦବାଲି ୩ଟି ବ୍ଲକ୍‌ରେ କୃଷି କ୍ଷେତ୍ରକୁ ସମୃଦ୍ଧଶାଳୀ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଛି। ହେଲେ ଚିରସ୍ରୋତା ବୈତରଣୀ ଆଜି ବର୍ଷର ଅର୍ଦ୍ଧାଧିକ ଦିନ ଶୁଖିଲା। ପୂର୍ବପରି…
ଅଧିକ ଖବର ଦେଖନ୍ତୁ...

ଜଳଭଣ୍ଡାରରେ ଜଳ ନାହିଁ: ୧୫ ଦିନରେ ଶୁଖିଯିବ ବଡ଼ଘାଗରା ଡ୍ୟାମ୍‌

କେନ୍ଦୁଝର: ଖରା ଆରମ୍ଭରୁ ଦେଖାଦେଲାଣି କଳକଷ୍ଟ। ନଦୀନାଳ, କେନାଲ ସବୁ ଶୁଖି ଯାଇଥିବା ବେଳେ ଏବେ ଜଳଭଣ୍ଡାର ଶୁଖିବା ଆରମ୍ଭ କଲାଣି। ଏହି ଧାରା ଆଉ କିଛିଦିନ ଜାରି ରହିଲେ ‌କେନ୍ଦୁଝର ସହରବାସୀ ପାଣି ପାଇଁ ଛଟପଟ ହେବେ ବୋଲି କୁହାଯାଉଛି। ‌କେନ୍ଦୁଝର ଜିଲ୍ଲାରେ ରହିଛି ବଡ଼ଘାଗରା, କାନ୍‌ଝାରୀ,…
ଅଧିକ ଖବର ଦେଖନ୍ତୁ...

ଆରବ ମରୁଭୂମିରେ ସବୁଜିମା!

କଥାରେ କହନ୍ତି ‘ବୃଷ୍ଟି ବିହୁନେ ସୃଷ୍ଟି ନାଶ, ବୃଷ୍ଟି ବହୁଳେ ସୃଷ୍ଟି ନାଶ’। ମାତ୍ର କ୍ରମାଗତ ବୃଷ୍ଟିହୀନତା ହେତୁ ମରୁଅଞ୍ଚଳରେ ଟାଙ୍ଗରା ହୋଇ ପଡ଼ିଥିବା ଦକ୍ଷିଣ ଆରବର କିଛି ଭାଗରେ ଅଳ୍ପ ଦିନ ତଳେ ହୋଇଥିବା ପ୍ରବଳ ବର୍ଷା ସବୁଜିମା ସୃଷ୍ଟି କରିଛି। ମକ୍କା ଓ ମଦିନା ସହର ମଧ୍ୟସ୍ଥ…
ଅଧିକ ଖବର ଦେଖନ୍ତୁ...

ସମୁଦ୍ରରେ ୧୧ ନିୟୁତ ମେଟ୍ରିକ୍‌ ଟନ୍‌ ପ୍ଲାଷ୍ଟିକ: ମିନିଟ୍‌କୁ ମିଶୁଛି ଟ୍ରକ୍‌ ଭର୍ତ୍ତି ବର୍ଜ୍ୟ

ମାଟି, ପାଣି ଓ ଆକାଶ ପରି ବିଭିନ୍ନ ପରିସରର ପରିବେଶ ପ୍ରଦୂଷଣ ପାଇଁ ସମ୍ପ୍ରତି ପ୍ଲାଷ୍ଟିକ୍‌ ମୁଖ୍ୟ ପ୍ରଦୂଷଣକାରୀ ସାଜିଛି। ନଦୀ, ନାଳରେ ପ୍ଳାଷ୍ଟିକ୍‌ ଆବର୍ଜନା ସବୁ ଭାସି ଯାଇ ସମୁଦ୍ରରେ ପଡୁଛି। କାନାଡାର ଟରୋଣ୍ଟୋ ବିଶ୍ବବିଦ୍ୟାଳୟ ଓ ଅଷ୍ଟ୍ରେଲିଆର ଜାତୀୟ ବିଜ୍ଞାନ ସଂଗଠନ…
ଅଧିକ ଖବର ଦେଖନ୍ତୁ...

୫ମାସ ଭିତରେ ଦୃଶ୍ୟମାନ ହେବ ବିରଳ ମହାଜାଗତିକ ଦୃଶ୍ୟ

ଆସନ୍ତା ପାଞ୍ଚ ମାସ ଭିତରେ ଏକ ବିରଳ ମହାଜାଗତିକ ଦୃଶ୍ୟ ଦେଖିବାକୁ ମିଳିବ ବୋଲି ଜ୍ୟୋତିର୍ବିଜ୍ଞାନୀମାନେ ଭବିଷ୍ୟବାଣୀ କରିଛନ୍ତି। ଭୂପୃଷ୍ଠରୁ ୩,୦୦୦ ଆଲୋକବର୍ଷ ଦୂରରେ ଅନ୍ତରୀକ୍ଷରେ ଏକ ବିଶାଳ ବିସ୍ଫୋରଣ ଘଟି ଏଭଳି ଦୃଶ୍ୟ ଦେଖାଯିବ। ଏଭଳି ଦୃଶ୍ୟ ଜୀବନକାଳ ଭିତରେ କେବଳ ଥରଟିଏ ଦେଖିବାକୁ…
ଅଧିକ ଖବର ଦେଖନ୍ତୁ...