Advertisment
Latest Posts
Advertisment
ଜିଲ୍ଲା
କ୍ଷତି ସହୁଛନ୍ତି ପିଜୁଳି ଚାଷୀ,ମିଳୁନି ଉଚିତ୍ ବଜାର ଦର
ପିଜୁଳି ଏକ ଲାଭ ଜନକ ଚାଷ। ଏଥିରେ ପ୍ରଚୁର ପରିମାଣର ଭିଟାମିନ ସି ରହିଥାଏ। ଜୁଲାଇ ଓ ଅଗଷ୍ଟ ମାସରେ ମୁଖ୍ୟତଃ ଏହି ପିଜୁଳି ଗଛରେ ଫଳିଥାଏ। ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକର ବିଜୁଗୁଡା ଓ ପାତିଆ ଡଙ୍ଗରିଗୁଡ଼ାରେ ପ୍ରଚୁର ପରିମାଣର ପିଜୁଳି ଚାଷ ହେଉଥାଏ....
Gallery
ଆସୁଛି ଗଣେଶ ପୂଜା: ମୂର୍ତ୍ତି ଗଢ଼ିବାରେ ବ୍ୟସ୍ତ କାରିଗର
ପବିତ୍ର ଗଣେଶ ପୂଜା ଉପଲକ୍ଷେ ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ସହର ଉତ୍ସବ ମୁଖର ହୋଇ ଉଠିଛି। ବିଶେଷ କରି ବଙ୍ଗୋମୁଣ୍ଡାରେ ମୂର୍ତ୍ତି କାରିଗରମାନେ ମାଟି ମୂର୍ତ୍ତି ନିର୍ମାଣରେ ବ୍ୟସ୍ତ ଅଛନ୍ତି । ସେମାନେ ମୂର୍ତ୍ତି ଗଢ଼ିବା ପାଇଁ ପାଳ ନଡ଼ା ବିଡ଼ା ଉପରେ ମାଟି ପ୍ରଲେପ ଦେଉଛନ୍ତି। ବଙ୍ଗୋମୁଣ୍ଡାର ଯୁବ ଅଭିଜ୍ଞ ମୂର୍ତ୍ତି କାରିଗର ସନାତନ ସା’ଙ୍କ ସହ ଅନ୍ୟ କାରିଗରମାନେ ନିର୍ମାଣ କାର୍ଯ୍ୟ ଜାରି ରଖିଛନ୍ତି।
ବାଣିଜ୍ୟ
୮ ବର୍ଷ ପରେ ମହଙ୍ଗା ହେଲା ଦିଲ୍ଲୀ ମେଟ୍ରୋ ଭଡ଼ା: ଡିଏମଆରସି ପ୍ରକାଶ କଲା ନୂତନ ଦର
ଦିଲ୍ଲୀର ଲୋକମାନେ କମ୍ ଟଙ୍କା ଖର୍ଚ୍ଚ କରି ମେଟ୍ରୋରେ ଯାତ୍ରା କରିଥାନ୍ତି, କିନ୍ତୁ ସୋମବାରଠାରୁ ଏହି ଯାତ୍ରା ମଧ୍ୟ ମହଙ୍ଗା ହୋଇଛି। ଡିଏମଆରସି ସୂଚନା ଦେଇଛି ଯେ, ସୋମବାରଠାରୁ ମେଟ୍ରୋରେ ଯାତ୍ରା କରିବା ପାଇଁ ଅଧିକ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ...
ଅପରାଧ
ବୋମା ଫୁଟାଇ ଲୁଟିଲେ ଅଳଙ୍କାର ଦୋକାନ: ପୋଛିନେଲେ କେଜିଏ ସୁନା, ଗୁଳିମାଡ଼ରେ ଜଣେ ଗୁରୁତର
ଦିନ ଦିପହରରେ ବୋମା ଫୁଟାଇ ଏବଂ ଗୁଳିମାଡ଼ କରି ଦୁର୍ବୃତ୍ତମାନେ ଖୋର୍ଦ୍ଧା ଜିଲ୍ଲା ଜଙ୍କିଆ ଥାନା ଛଣଗିରିସ୍ଥିତ ସାଇସୋନୁ ଅଳଙ୍କାର ଦୋକାନରୁ ପ୍ରାୟ ୧ କୋଟି ଟଙ୍କା ମୂଲ୍ୟର ସୁନାଗହଣା ଓ ୫ କିଲୋଗ୍ରାମ ରୁପା ଅଳଙ୍କାର ଲୁଟି ନେଇଛନ୍ତି।
ମନୋରଞ୍ଜନ
ଅଟକିଛି ଅଶୀ
ବିଗତ ପ୍ରାୟ ପାଞ୍ଚ ବର୍ଷ ମଧ୍ୟରେ ଅନେକ ଓଡ଼ିଆ ସିନେମା ମୁକ୍ତିର ସ୍ବାଦ ଚାଖି ପାରିନାହିଁ। ବହୁ ସିନେମା ବିଭିନ୍ନ କାରଣରୁ ଅଧାରେ ଅଟକିଯାଇଛି। କାହାର ଅଧାରୁ ଅଧିକ ସୁଟିଂ ସରିଛି ତ ପୁଣି କାହାର ଡ୍ରାମା ଭାଗର ସୁଟିଂ ପରେ କେବଳ ଗୀତର ଦୃଶ୍ୟାୟନ ବାକିଅଛି।
ପୁନଶ୍ଚ ପୃଥିବୀ
‘ବୃକ୍ଷରୋପଣ ଔପଚାରିକତାରେ ସୀମିତି ନରହୁ’
ପରିବେଶ ଅସୁସ୍ଥ ହୋଇପଡ଼ିଲାଣି। ଫଳରେ ଜୀବଜଗତ ପାଇଁ ବିପଦ ଘନେଇଛି। ଏହାର ପ୍ରମାଣ ହେଉଛି ଶୀତଋତୁରେ ବିଶେଷ ଥଣ୍ଡା ଅନୁଭବ ନହେବା ଆଉ ବର୍ଷା ଦିନେ ଗରମ ହେବା। ଏବେ ପରିବେଶ ସୁରକ୍ଷା ବଡ଼ ଆହ୍ବାନ ହୋଇଛି।