Advertisment
Latest Posts
Advertisment
ଜିଲ୍ଲା
କୁଚିଣ୍ଡା ପୁଲିସକୁ ବଡ଼ ସଫଳତା
ଦିନରେ ବିଭିନ୍ନ ଜାଗାକୁ ଯାଇ ରେକି କରୁଥିଲେ ଏବଂ ରାତିରେ ଗୋଟିଏ ଟାଟା ଏସ୍ ଗାଡ଼ି ଓ ତିନୋଟି ମଟରସାଇକେଲରେ ଚୋରି ଜିନିଷ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ନେବା ଆଣିବା କରୁଥିଲେ...
Gallery
କେନାଲରୁ ୧୫ ଫୁଟର ଅଜଗର ଉଦ୍ଧାର
ନାଲରୁ ଉଦ୍ଧାର ହେଲା ୧୫ ଫୁଟ ଲମ୍ବର ଅଜଗର। ବାଲେଶ୍ବର ଜିଲ୍ଲା ନୀଳଗିରି ରେଞ୍ଜ ଅଧୀନ କାଦୁଆଣୀ ଗ୍ରାମ ନିକଟରେ ଥିବା ଏକ କେନାଲରେ ୧୫ ଫୁଟ ଲମ୍ବର ଏକ ଅଜଗରକୁ କିଛି ସ୍ଥାନୀୟ ଲୋକ ଦେଖିଥିଲେ। ପରେ ସେମାନେ ବନବିଭାଗକୁ ଅବଗତ କରିଥିଲେ।ବନବିଭାଗ ଘଟଣା ସ୍ଥଳରେ ପହଞ୍ଚି ସାପଟିକୁ ଉଦ୍ଧାର କରିଛନ୍ତି। ସାପକୁ ଦେଖିବାକୁ କିଛି ସମୟ ପାଇଁ ଲୋକଙ୍କ ଭିଡ ଜମିଥିଲା।
ବାଣିଜ୍ୟ
ମନି ଗେମ୍ ବନ୍ଦ କଲା ଡ୍ରିମ-୧୧, ଏଥର ମିଳିବ ଆଇଫୋନ ପୁରସ୍କାର
ସରକାରଙ୍କ ଦ୍ବାରା ଅନଲାଇନ ଗେମ ଆଇନ ଲାଗୁ ହେବା ପରେ ଡ୍ରିମ-୧୧ ସମେତ ଦେଶରେ କାମ କରୁଥିବା ଗେମିଂ ଆପଗୁଡ଼ିକ ନିଜ ନିଜର ମନିଗେମ ଗୁଡ଼ିକୁ ବନ୍ଦ କରିଦେଇଛନ୍ତି ଓ ତା ସ୍ଥାନରେ ସୋସିଆଲ ଗେମ ଗୁଡ଼ିକ ଉପରେ ଫୋକସ କରିବା ଆରମ୍ଭ କରିଛନ୍ତି ।
ଅପରାଧ
ବଢ଼ିଲା ଅନୀଲ ଅମ୍ବାନୀଙ୍କ ପାଇଁ ସମସ୍ୟା: ଇଡି ପରେ ସିବିଆଉ କଲା ଚଢ଼ାଉ
ଶିଳ୍ପପତି ଅନିଲ ଅମ୍ବାନୀଙ୍କ ସମସ୍ୟା ବଢ଼ିବାରେ ଲାଗିଛି। ଇଡି ପରେ ଏବେ ତାଙ୍କ ସଂପତ୍ତି ଉପରେ ସିବିଆଇ ଚଢ଼ାଉ କରିବା ଆରମ୍ଭ କରିଛି। ସିବିଆଇ ୧୭,୦୦୦ କୋଟି ଟଙ୍କାର ବ୍ୟାଙ୍କ ଠକେଇ ମାମଲାରେ ଅନିଲ ଅମ୍ବାନୀଙ୍କ ସହ ଜଡିତ ସ୍ଥାନ ଖୋଜୁଛି।
ମନୋରଞ୍ଜନ
ଜୟା ନୁହେଁ ଅନ୍ୟ ଜଣଙ୍କୁ ପଚାରି ଫିଲ୍ମ ସାଇନ କରନ୍ତି ବିଗ୍ ବି: ହୋଇଥାଏ ସୁପର ହିଟ୍...
ସ୍ତ୍ରୀ ଜୟା, ପୁଅ, ବୋହୂ. ନାତି ନାତୁଣୀ ନୁହେଁ, ଅନ୍ୟ ଜଣଙ୍କଠାରୁ ଅନୁମତି ପାଇବା ପରେ ହିଁ ବିଗ୍ ବି ଫିଲ୍ମ ସାଇନ୍ କରିଥାନ୍ତି। ସମସ୍ତ ଫିଲ୍ମ ହିଟ୍ ହୋଇଥାଏ। ଅମିତାଭ ତାଙ୍କର ପ୍ରଥମ ଫିଲ୍ମ ୧୯୬୯ ମସିହାରେ କରିଥିଲେ ଏବଂ ସେବେଠାରୁ ସେ ପଛକୁ ହଟି ନାହାନ୍ତି...
ପୁନଶ୍ଚ ପୃଥିବୀ
ପରିବେଶର ଯତ୍ନ ସବୁଠୁ ଶ୍ରେଷ୍ଠ କର୍ମ: ସୁଜାତା
ବିକାଶ ଆଳରେ ମାନବ ସମାଜ ଏବେ ଯେଉଁଭଳି ଗଛଲତା, ଜଙ୍ଗଲ, ପାହାଡ଼, ନଦୀ, ଝରଣା ତଥା ପ୍ରାକୃତିକ ସମ୍ପଦକୁ ନଷ୍ଟ କରିଚାଲିଛି ତାହା ଚିନ୍ତାଜନକ। ଜଳବାୟୁ ପରିବର୍ତ୍ତନ ଏବେ କେବଳ ବୈଶ୍ବିକ ସମସ୍ୟା ନୁହେଁ, ଛୋଟଛୋଟ ଗାଁରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିଲାଣି।