ବୋଲେରୋ ଓ ୪୦୭ ମୁହାଁମୁହିଁ ଧକ୍କା, ୧୨ ବୋଲବମ୍‌ ଯାତ୍ରୀ ଗୁରୁତର

ବଲାଙ୍ଗୀର: ଡୁଙ୍ଗୁରିପାଲି ବ୍ଲକ୍‌ ଚେରୁପାଲି ଅଙ୍ଗନଦୀ ପୋଲ ନିକଟରେ ସୋମବାର ଅପରାହ୍ନରେ ଏକ ବୋଲେରୋ ଓ ୪୦୭ ମୁହାଁମୁହିଁ ଧକ୍କା ହୋଇଥିଲା। ଫଳରେ ବୋଲେରୋ ଭିତରେ ଥିବା ୧୨ଜଣ ବୋଲବମ ଯାତ୍ରୀ ଏହି ଦୁର୍ଘଟଣାରେ ଗୁରୁତର ହୋଇଥିଲେ। ଗୁରୁତର ଯାତ୍ରୀଙ୍କ ମଧ୍ୟରୁ କେତେଜଣଙ୍କୁ ଡୁଙ୍ଗୁରିପାଲି ଓ ଆଉ କେତେଜଣଙ୍କୁ ବଲାଙ୍ଗୀର ହସ୍‌ପିଟାଲ୍‌ରେ ଭର୍ତ୍ତି କରାଯାଇଛି।

ସମ୍ବନ୍ଧିତ ଖବର