ଜାଣନ୍ତୁ ଏ ସପ୍ତାହର ରାଶିଫଳ

ରବି ଓ ସୋମବାର: ନୂଆ କାର୍ଯ୍ୟରେ ମନ ଲାଗି ରହିବ। ମଙ୍ଗଳ ଓ ବୁଧବାର ବିଦ୍ୟାର୍ଥୀଙ୍କ ଲାଗି ସମୟ ଭଲ। ଗୁରୁ ଓ ଶୁକ୍ରବାର: ସମସ୍ୟାର ସମାଧାନ ବାହାରିବ। ଶନିବାର: ଜୀବନସାଥୀଙ୍କଠାରୁ ପ୍ରେମ ଓ ସୁଖ ପାଇବେ।

 

ରବି ଓ ସୋମବାର: ଉନ୍ନତି ଲାଗି ମାର୍ଗ ଖୋଲିବ। ମଙ୍ଗଳ ଓ ବୁଧବାର ବନ୍ଧୁ ସହିତ ସମ୍ବନ୍ଧ ଭଲ ହେବ। ଗୁରୁ ଓ ଶୁକ୍ରବାର: ବ୍ୟବସାୟରେ ସବୁ କିଛି ଭଲ ହେବ। ଶନିବାର: ଶତ୍ରୁଙ୍କୁ ଜୟ କରିବେ।

 

ରବି ଓ ସୋମବାର: ଜମାପୁଞ୍ଜି ବୃଦ୍ଧି ହେବ। ମଙ୍ଗଳ ଓ ବୁଧବାର ନୂଆ କୌଶଳ ଶିଖିବେ। ଗୁରୁ ଓ ଶୁକ୍ରବାର: ସାମାଜିକ କାର୍ଯ୍ୟ କରିବାର ଅବସର ପାଇବେ। ଶନିବାର: ପ୍ରିୟତମଙ୍କ ସହିତ ସମ୍ବନ୍ଧରେ ସୁଧାର ହେବ।

 

ରବି ଓ ସୋମବାର: ଜୀବନସାଥୀଙ୍କ ସହଯୋଗ ପାଇବେ। ମଙ୍ଗଳ ଓ ବୁଧବାର ବଡ଼ ନିଷ୍ପତ୍ତି ନେଇପାରନ୍ତି। ଗୁରୁ ଓ ଶୁକ୍ରବାର: ବେପାରରେ ଲାଭ ହେବ। ଶନିବାର: ବୁଲିବାରେ ଅଧିକ ସମୟ ବ୍ୟୟ କରିବେ।

 

ରବି ଓ ସୋମବାର: ଘର ଖର୍ଚ୍ଚ ବଢ଼ିପାରେ। ମଙ୍ଗଳ ଓ ବୁଧବାର ଉଚିତ ପରିଶ୍ରମର ସଫଳତା ପାଇବେ। ଗୁରୁ ଓ ଶକ୍ରବାର ସରକାରୀ କାମରେ ସାହାଯ୍ୟ ମିଳିପାରେ। ଶନିବାର: ଅଫିସ୍‌ରେ ନୂଆ ଦାୟିତ୍ବ ପାଇବେ।

 

ରବି ଓ ସୋମବାର: ରୋଜଗାର ପାଇଁ ସୁଯୋଗ ପାଇବେ। ମଙ୍ଗଳ ଓ ବୁଧବାର ପୁରୁଣା ଖରିଦ ବିକ୍ରିକୁ ନେଇ ବିବାଦ ଉପୁଜିପାରେ। ଗୁରୁ ଓ ଶୁକ୍ରବାର: ଅନ୍ୟମାନଙ୍କୁ ସାହାଯ୍ୟ କରିବେ। ଶନିବାର: ଧନଲାଭ ହେବ।

 

ରବି ଓ ସୋମବାର: ବେପାର ବୃତ୍ତିରେ ଆଶାଜନକ ଫଳ ପାଇବେ। ମଙ୍ଗଳ ଓ ବୁଧବାର ଚାକିରିଜୀବୀଙ୍କୁ ଲାଭ ମିଳିବ। ଗୁରୁ ଓ ଶୁକ୍ରବାର: କାମରେ ଗତିରୋଧ ହୋଇପାରେ। ଶନିବାର: ବେପାରୀଙ୍କ ଲାଗି ସମୟ ଭଲ।

 

ରବି ଓ ସୋମବାର: ମନ ଆଧୢାତ୍ମିକ ଦିଗରେ ଲାଗି ରହିବ। ମଙ୍ଗଳ ଓ ବୁଧବାର ନୂଆ କାମ କରିବା ଲାଗି ଭାବିବେ। ଗୁରୁ ଓ ଶୁକ୍ରବାର: ବ୍ୟବସାୟରେ ବିକ୍ରୀ ବଢ଼ିବ। ଶନିବାର: ଜୀବନସାଥୀଙ୍କ ସହିତ ସମ୍ବନ୍ଧ ଭଲ ହେବ।

 

ରବି ଓ ସୋମବାର: ଧନ ମାମଲାରେ ସ୍ଥିତି ଭଲ ହେବ। ମଙ୍ଗଳ ଓ ବୁଧବାର ଧର୍ମ କାର୍ଯ୍ୟରେ ଆସ୍ଥା ବଢ଼ିବ। ଗୁରୁ ଓ ଶୁକ୍ରବାର: ବ୍ୟବସାୟରେ ଉନ୍ନତି ହେବ। ଶନିବାର: ଛାତ୍ରଙ୍କୁ ଶିକ୍ଷକଙ୍କ ସାହାଯ୍ୟ ମିଳିବ।

 

ରବି ଓ ସୋମବାର: ଆଖପାଖର ଲୋକଙ୍କ ଠାରୁ ସାହାଯ୍ୟ ପାଇବେ। ମଙ୍ଗଳ ଓ ବୁଧବାର ବିବାହିତଙ୍କ ଲାଗି ସମୟ ଭଲ। ଗୁରୁ ଓ ଶୁକ୍ରବାର: କାମ ମନ୍ଥର ଗତିରେ ସ˚ପୂର୍ଣ୍ଣ କରିବେ। ଶନିବାର: ପରିଜନଙ୍କ ସହ ପ୍ରେମଭାବ ବଢ଼ିବ।

 

 

ରବି ଓ ସୋମବାର: ପରିଶ୍ରମର ଭଲ ପରିଣାମ ମିଳିପାରେ। ମଙ୍ଗଳ ଓ ବୁଧବାର ଛାତ୍ରଙ୍କୁ ଲେଖାପଢ଼ାରେ ସଫଳତା ମିଳିବ। ଗୁରୁ ଓ ଶୁକ୍ରବାର: ମସ୍ତିଷ୍କ ଗରମ ରହିପାରେ। ଶନିବାର: ଧନ ସ˚ପତ୍ତି ବୃଦ୍ଧି ହେବ।

 

ରବି ଓ ସୋମବାର: ବିବାହ ପ୍ରସ୍ତାବ ମିଳିପାରେ। ମଙ୍ଗଳ ଓ ବୁଧବାର ସନ୍ତାନ ପକ୍ଷରୁ ଖୁସି ଖବର ପାଇବେ। ଗୁରୁ ଓ ଶୁକ୍ରବାର: ବ୍ୟବସାୟରେ ଲାଭ ହେବ। ଶନିବାର: ବିଶେଷ କାମରେ ବାଧା ଉପୁଜିପାରେ।

ସମ୍ବନ୍ଧିତ ଖବର