Advertisment
Latest Posts
Advertisment
ଜିଲ୍ଲା
ବାଇକକୁ ପିଟିଲା ସ୍କୁଲ ବସ୍:ଜଣେ ମୃତ, ତିନି ସ୍କୁଲ ପିଲା ଆହତ
ରାଇଘର ବିଜୁ ପଟ୍ଟନାୟକ ମଡ଼ର୍ଣ୍ଣ ପବ୍ଲିକ ସ୍କୁଲର ଏକ ବସ୍ ହାଟଭରଣ୍ଡି ଠାରୁ ପ୍ରାୟ ୨୦ରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀଙ୍କୁ ନେଇ ବୁଧବାର ପୂର୍ବାହ୍ନ ୧୦ଟା ସମୟରେ ସ୍କୁଲକୁ ଆସୁଥିଲା। ଠିକ୍ ଏହି ସମୟରେ ସମାରୁ ଗଣ୍ଡ ଏକ ବାଇକ ଯୋଗେ ରାସ୍ତା ଅତିକ୍ରମ କରି ଗଞ୍ଜାପାରା ପେଟ୍ରୋଲ ପମ୍ପ୍କୁ ଯାଉଥିଲେ.....
Gallery
ବାଣିଜ୍ୟ
ଆଧାରରେ ସମସ୍ୟା ଥିଲେ ଏହି ନମ୍ବରରେ କରନ୍ତୁ କଲ; ହେବ ତୁରନ୍ତ ସମାଧାନ
ଆଧାର ସମ୍ବନ୍ଧୀୟ କୌଣସି ସୂଚନା କିମ୍ବା ଅଭିଯୋଗ ପାଇଁ ୟୁଆଇଡିଏଆଇର ହେଲ୍ପଲାଇନ୍ ନମ୍ବର ୧୯୪୭କୁ କଲ୍ କରନ୍ତୁ। ଏହି ହେଲ୍ପଲାଇନ୍ ନମ୍ବର ୨୪ ଘଣ୍ଟା ଉପଲବ୍ଧ ଏବଂ ସମସ୍ତ ପ୍ରକାରର ସୂଚନା, ଅଭିଯୋଗ ଏବଂ ଅପଡେଟ୍ ସହିତ ସହାୟତା ପ୍ରଦାନ କରିବ।
ଅପରାଧ
ହତ୍ୟାକାରୀ ସାଜିଲେ ଦ୍ବିତୀୟ ଈଶ୍ବର: ବିଷ ଇଞ୍ଜେକ୍ସନ ଦେଇ କଲେ ପତ୍ନୀହତ୍ୟା
ଡାକ୍ତରଙ୍କୁ ଲୋକ ଦ୍ବିତୀୟ ଈଶ୍ବର ବୋଲି ମାନନ୍ତି। ହେଲେ ବେଳେ ବେଳେ ସେହି ଡାକ୍ତରମାନେ ସୈତାନ ପାଲଟି ଯାଆନ୍ତି। ନିଜର ସ୍ବାର୍ଥ ପାଇଁ କାହାର ଜୀବନ ନେବାକୁ ବି ପଛାନ୍ତି ନାହିଁ।
ମନୋରଞ୍ଜନ
ଜୁବିନ ଗର୍ଗ ମୃତ୍ୟୁ ଘଟଣା: ୧୪ଦିନ ପାଇଁ ନ୍ୟାୟିକ ହେପାଜତକୁ ଗଲେ ୫ଅଭିଯୁକ୍ତ
ଗତ ମାସରେ ସିଙ୍ଗାପୁରରେ ଲୋକପ୍ରିୟ ଗାୟକ ଜୁବିନ ଗର୍ଗଙ୍କ ମୃତ୍ୟୁ ହୋଇଥିଲା। ଏହା ପରେ ପୁଲିସ ୫ଜଣଙ୍କୁ ଗିରଫ କରିଥିଲା। ପୁଲିସ ରିମାଣ୍ଡ ଶେଷ ହେବା ପରେ ଆଜି ପାଞ୍ଚ ଜଣଙ୍କୁ ୧୪ଦିନିଆ ନ୍ୟାୟିକ ହେପାଜତକୁ ପଠାଇ ଦିଆଯାଇଛି।
ପୁନଶ୍ଚ ପୃଥିବୀ
କୋଇଲାକୁ ପଛରେ ପକାଇଛି ନବୀକରଣଯୋଗ୍ୟ ଶକ୍ତି
ପ୍ରଥମ ଥର ପାଇଁ ବିଶ୍ୱ ସ୍ତରରେ ବିଦ୍ୟୁତ୍ ଶକ୍ତି ଉତ୍ପାଦନରେ ସୌରଶକ୍ତି ଓ ପବନଶକ୍ତି, କୋଇଲାକୁ ପଛରେ ପକାଇ ଦେଇଛି। ଏହି ମାଇଲଖୁଣ୍ଟ ଜଳବାୟୁ ପରିବର୍ତ୍ତନ ବିରୋଧୀ ଲଢ଼େଇକୁ ତ୍ବରାନ୍ବିତ କରିଛି।