ପୁଣି ଉଡ଼ିଲା ଏୟାର ଡେକାନ୍‌ ବିମାନ

ମୁମ୍ବାଇ: ଦୀର୍ଘ ପ୍ରାୟ ଏକ ଦଶନ୍ଧିର ବ୍ୟବଧାନ ପରେ ଘରୋଇ ବିମାନସେବା ପ୍ରଦାନକାରୀ କମ୍ପାନି ଏୟାର ଡେକାନ୍‌ ପୁଣି ବିମାନ ସେବା ଆରମ୍ଭ କରିଛି। ଦେଶରେ କମ୍‌ ମୂଲ୍ୟରେ ବିମାନ ସେବା ପ୍ରଦାନ କରିବା କ୍ଷେତ୍ରରେ ଏୟାର ଡେକାନ୍‌ ଥିଲା ପ୍ରଥମ। ତେବେ ଏହି ଏୟାରଲାଇନ୍ସକୁ ପରେ କିଙ୍ଗଫିସର କିଣି ନେଇଥିଲା। ଏହାପରେ ଏହାର ସେବା ବନ୍ଦ ହୋଇଯାଇଥିଲା। ତେବେ ଉଡାଣ ଯୋଜନାରେ କମ୍ପାନି ଏହାର ସେବା ଆରମ୍ଭ କରିଛି। ମୁମ୍ବାଇରୁ ଜଲଗାଓଁକୁ କମ୍ପାନି ଏହାର ପ୍ରଥମ ବିମାନ ଉଡ଼ାଣ କରିଛି।

ସମ୍ବନ୍ଧିତ ଖବର