ଅକ୍ଷୟ କୁମାର ହାର୍ପିକ୍‌ର ବ୍ରାଣ୍ଡ୍‌ ଆମ୍ବାସାଡର୍‌

ଭୁବନେଶ୍ୱର: ହାର୍ପିକ୍‌ ପକ୍ଷରୁ ବଲିଉଡ୍‌ ତାରକା ଅକ୍ଷୟ କୁମାରଙ୍କୁ ବ୍ରାଣ୍ଡ୍‌ ଆମ୍ବାସାଡର୍‌ ଭାବେ ଘୋଷଣା କରାଯାଇଛି। କଂପାନି ପକ୍ଷରୁ ପ୍ରସ୍ତୁତ କରାଯାଇଥିବା ‘ହର୍‌ ଘର୍‌ ସ୍ୱଚ୍ଛ’ ଅଭିଯାନର ସବୁ ପ୍ରକାର ପ୍ରଚାର କାର୍ଯ୍ୟକ୍ରମ ଓ ମାଧ୍ୟମରେ ଅକ୍ଷୟଙ୍କୁ ଦେଖିବାକୁ ମିଳିବ। ଛାପା, ଟିଭି, ଡିଜିଟାଲ୍‌, ଆଉଟ୍‌ଡୋର୍‌ ଆଦି ସବୁ ପ୍ରକାର ବିଜ୍ଞାପନରେ ଅକ୍ଷୟଙ୍କ ଛବି ରହିବ ବୋଲି କଂପାନିର ମାର୍କେଟିଂ ନିର୍ଦେଶକ ସୁଖଲିନ୍‌ ଅନେଜା କହିଛନ୍ତି।

ସମ୍ବନ୍ଧିତ ଖବର