ଉପଭୋକ୍ତା ଆୟୋଗରେ ଗ୍ରାହକଙ୍କ ବିଜୟ

ଜାତୀୟ ଉପଭୋକ୍ତା ଅଭିଯୋଗ ସମାଧାନ ଆୟୋଗ (ଏନ୍‌ସିଡିଆର୍‌ସି)ରେ ଦୁଇ ଜଣ ଗ୍ରାହକଙ୍କ ବିଜୟ ହୋଇଛି। ମର୍ସିଡିସ୍‌ ବେଞ୍ଜ୍‌ ଗାଡ଼ି କିଣି ହଇରାଣ ହେଉଥିବା ଜଣେ ଗ୍ରାହକଙ୍କୁ ୨ ଲକ୍ଷ ଟଙ୍କାର କ୍ଷତିପୂରଣ ପ୍ରଦାନ କରିବାକୁ ନିର୍ଦେଶ ଦିଆଯାଇଥିବା ବେଳେ ଗ୍ୟାସ୍‌ ଟାଙ୍କି ବିସ୍ଫୋରଣ ଯୋଗୁ ପ୍ରାଣ ହରାଇଥିବା ଜଣେ ମହିଳାଙ୍କ ସମ୍ପର୍କୀୟଙ୍କୁ ୧୨ ଲକ୍ଷ ଟଙ୍କାର କ୍ଷତିପୂରଣ ପ୍ରଦାନ କରିବାକୁ ଆୟୋଗ ନ‌ିର୍ଦେଶ ଦେଇଛନ୍ତି।

ସମ୍ବନ୍ଧିତ ଖବର