ଆଜିଠାରୁ ଦେଶରେ ଇ-େଓ୍ଵ ବିଲ୍‌

ନୂଆଦିଲ୍ଲୀ: ସଡ଼କ, ରେଳ, ବିମାନ ଏବଂ ଜାହାଜ ଆଦିରେ ଗୋଟିଏ ରାଜ୍ୟରୁ ଅନ୍ୟ ରାଜ୍ୟକୁ ମାଲ ପରିବହନ କରିବା ପାଇଁ ଏପ୍ରିଲ ପହିଲାରୁ ଇ-େଓ୍ଵ ବିଲ୍‌ ଆବଶ୍ୟକ ପଡ଼ିବ। ସରକାର ଏପ୍ରିଲ ପହିଲାରୁ ଦେଶରେ ରାଜ୍ୟ ଓ ରାଜ୍ୟ ମଧ୍ୟରେ ସାମଗ୍ରୀ ପରିବହନ ପାଇଁ ଇ-େଓ୍ଵ ବିଲ୍‌ ଲାଗୁକୁ ବାଧ୍ୟତାମୂଳକ କରିଛନ୍ତି। ଏତଦ୍‌ବ୍ୟତୀତ ଆସନ୍ତା ୧୫ ତାରିଖରୁ ରାଜ୍ୟ ଭିତରେ ମାଲ ପରିବହନ ଲାଗି ଇ-େଓ୍ଵ ବିଲ୍‌ ଲାଗୁ ହେବ। ଗୋଟିଏ ରାଜ୍ୟରୁ ଅନ୍ୟ ଏକ ରାଜ୍ୟକୁ ୫୦ ହଜାର ଟଙ୍କାରୁ ଊର୍ଧ୍ୱ ମୂଲ୍ୟର ସାମଗ୍ରୀ ନେଲେ ଇ େଓ୍ଵ-ବିଲ୍‌ ଆବଶ୍ୟକ ପଡ଼ିବ।

ସମ୍ବନ୍ଧିତ ଖବର