ଗ୍ରିନ୍‌ ଚିଲିଜ୍‌କୁ ପୁରସ୍କାର

ଭୁବନେଶ୍ବର: କୋଲକାତା ଠାରେ ଆୟୋଜିତ ରେସ୍ତୋରାଁ ଆୱାର୍ଡ-ଇଷ୍ଟ୍‌ ଇଣ୍ଡିଆ ଏଡିସନ୍ୟ-୨୦୧୮ରେ ‘ହାଇୱେ ରେସ୍ତୋରାଁ ଅଫ୍‌ ଦି ଇୟର’ ଭାବେ ଗ୍ରିନ୍ ଚିଲିଜ୍‌କୁ ପୁରସ୍କୃତ କରାଯାଇଛି। ଏହି ପୁରସ୍କାରକୁ ନେଇ ଗ୍ରିନ୍ ଚିଲିଜ୍‌ର ପ୍ରତିଷ୍ଠାତା କେଶବ ରାଓ, ନିର୍ଦେଶକ ତେଜେଶ୍ବର ରାଓ ଓ ଜୟ ପ୍ରକାଶ ରାଓ ଆନନ୍ଦ ପ୍ରକଟ କରିଛନ୍ତି। ରେସ୍ତୋରାଁ ଇଣ୍ଡିଆ ଇନ୍ ଓ ଫ୍ରାଞ୍ଚାଇଜି ଇଣ୍ଡିଆର ମିଳିତ ଅନୁକୂଲ୍ୟରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା।

ସମ୍ବନ୍ଧିତ ଖବର