ହୋଣ୍ଡା କାରସ୍‌ର ମେଗା ସର୍ଭିସ୍‌ କାର୍ନିଭାଲ୍

ଭୁବନେଶ୍ବର,: ହୋଣ୍ଡା କାରସ୍‌ ଇଣ୍ଡିଆ ପକ୍ଷରୁ ଚଳିତ ମାସ ୨୮ ତାରିଖରୁ ଫେବ୍ରୁଆରି ୩ ପର୍ଯ୍ୟନ୍ତ ମେଗା ସର୍ଭିସ୍‌ କାର୍ନିଭାଲ୍ ଏହାର ସ୍ବୀକୃତିପ୍ରାପ୍ତ ସର୍ଭିସ୍‌ ଆଉଟ୍‌ଲେଟ୍‌ଗୁଡ଼ିକରେ ଅନୁଷ୍ଠିତ ହେବ। ଏହି ଅବସରରେ ଗ୍ରାହକମାନେ ମାଗଣା ହେଲ୍‌ଥ ଚେକ୍‌ଅପ୍, ୫୬ ପଏଂଟ୍‌ ଚେକ୍‌ ଅପ୍, ଟପ୍ ୱାସ୍‌, ମୂଲ୍ୟଯୁକ୍ତ ସେବା ଉପରେ ଫ୍ଲାଟ୍‌ ୧୫% ରିହାତି, ବ୍ୟାଟେରି ଓ ଟାୟାର ଉପରେ ସ୍ବତନ୍ତ୍ର ସ୍କିମ୍ ପାଇପାରିବେ।

ସମ୍ବନ୍ଧିତ ଖବର