ଜମ୍ମୁ କଶ୍ମୀର, ଲଦାଖରେ ଆୟକର ରିଟର୍ଣ୍ଣ ଦାଖଲ ସୀମା ବଢ଼ିଲା

ନୂଆଦିଲ୍ଲୀ: ନବଗଠିତ କେନ୍ଦ୍ରଶାସିତ ଅଞ୍ଚଳ ଜମ୍ମୁ-କଶ୍ମୀର ଏବଂ ଲଦାଖରେ ଆୟକର ରିଟର୍ଣ୍ଣ ଦାଖଲର ସମୟ ସୀମା ନଭେମ୍ବର ୩୦ ତାରିଖକୁ ଘୁଞ୍ଚାଇ ଦିଆଯାିଛି। ଜମ୍ମୁ କଶ୍ମୀରରେ ଇଣ୍ଟରନେଟ୍ ସଂଯୋଗ ନଥିବା କାରଣକୁ ବିଚାରକୁ ନେଇ ସିବିଡିଟି ଏଭଳି ନିଷ୍ପତ୍ତି ନେଇଛି। ସବୁ ବର୍ଗର ଟିକସଦାତାଙ୍କ ପାଇଁ ସିବିଡିଟି ଏହି ସୁବିଧା ପ୍ରଦାନ କରିଛି।

ସମ୍ବନ୍ଧିତ ଖବର