ଜିଓରେ ନିବେଶ ୧.୧୫ ଲକ୍ଷ କୋଟି ଟପିଲା

ମୁମ୍ବାଇ : ଗତ ୯ ସପ୍ତାହ ଭିତରେ ମୁକେଶ ଅମ୍ବାନିଙ୍କ କଂପାନି ଜିଓ ପ୍ଲାଟଫର୍ମସ୍‌ ବିଶ୍ବସ୍ତରୀୟ ନିବେଶକଙ୍କ ଠାରୁ ୧ ଲକ୍ଷ ୧୫ ହଜାର କୋଟି ଟଙ୍କାରୁ ଅଧିକ ମୂଲ୍ୟର ପୁଞ୍ଜିନିବେଶ ହାସଲ କରିଛି। ଏଗାରତମ ସଂସ୍ଥା ଭାବେ ସାଉଦି ଆରବର ପିଆଇଏଫ୍‌ ଜିଓ ପ୍ଲାଟଫର୍ମସ୍‌ର ୨.୩୨ ପ୍ରତିଶତ ଅଂଶଧନ କିଣିବା ଲାଗି ୧୧,୩୬୭ କୋଟି ଟଙ୍କା ନିବେଶ କରିଛି।

ସମ୍ବନ୍ଧିତ ଖବର