ଟେଲିକମ୍ ଶିଳ୍ପ ପାଇଁ ନୂଆ କମିଟି

ନୂଆଦିଲ୍ଲୀ: ଟେଲିକମ୍ ଶିଳ୍ପରେ ଦେଖାଦେଇଥିବା ସମସ୍ୟାର ସମାଧାନ ନିମନ୍ତେ ସୁପାରିସ କରିବା ଲାଗି କେନ୍ଦ୍ର ସରକାର କ୍ୟାବିନେଟ୍ ସଚିବ ରାଜୀବ ଗୌବାଙ୍କ ନେତୃତ୍ବରେ ସଚିବମାନଙ୍କ ଏକ କମିଟି ଗଠନ କରିଛନ୍ତି। ଟେଲିକମ୍ କଂପାନିଗୁଡ଼ିକ ଉପରେ ରହିଥିବା ଆର୍ଥିକ ଚାପର ଅନୁଧ୍ୟାନ କରି କମିଟି ଏହାର ସୁପାରିସ୍ ପ୍ରଦାନ କରିବ।

ସମ୍ବନ୍ଧିତ ଖବର