ନିରବଙ୍କ ବିରୋଧରେ ୫୦୦୦ ପୃଷ୍ଠାର ପ୍ରମାଣ

ଲଣ୍ଡନ: ପିଏନ୍‌ବିରେ ୧୪ ହଜାର କୋଟି ଟଙ୍କା ଠକେଇ କରି ଦେଶ ଛାଡ଼ି ଚାଲିଯାଇଥିବା ହୀରା ବ୍ୟବସାୟୀ ନିରବ ମୋଦୀଙ୍କ ବିରୋଧରେ ଭାରତ ସରକାରଙ୍କ ତରଫରୁ ମାମଲା ପରିଚାଳନା କରୁଥିବା କ୍ରାଉନ୍‌ ପ୍ରସିକ୍ୟୁସନ୍ ସର୍ଭିସେସ୍‌ ପକ୍ଷରୁ ବ୍ରିଟେନ୍‌ର ୱେଷ୍ଟମିନିଷ୍ଟରଙ୍କ ଅଦାଲତରେ ନିରବଙ୍କ ବିରୋଧରେ ୫୦୦୦ ପୃଷ୍ଠାର ପ୍ରମାଣ ଦାଖଲ କରାଯାଇଛି। ନିଜ ବିରୋଧରେ ଦିଆଯାଇଥିବା ପ୍ରମାଣଗୁଡ଼ିକୁ ପଢ଼ିବା ପାଇଁ ଜେଲ୍‌ରେ ଥିବା ନିରବ ଏକ ଲ୍ୟାପ୍‌ଟପ୍‌ ଯୋଗାଇ ଦେବାକୁ ଅନୁରୋଧ କରିଛନ୍ତି।

ସମ୍ବନ୍ଧିତ ଖବର