ଋଣ ସୁଧ କମାଇଲା ଷ୍ଟେଟ୍‌ ବ୍ୟାଙ୍କ

ମୁମ୍ବାଇ: ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ ଏହାର ଏମ୍‌ସିଏଲ୍‌ଆର୍‌ ହାରରେ ୦.୧୦% ହ୍ରାସ ଘୋଷଣା କରିଛି। ବର୍ଷିକିଆ ଅବଧିର ଋଣ ଉପରେ ଲାଗୁ କରାଯାଇଥିବା ଏମ୍‌ସିଏଲ୍‌ଆର୍‌ ୭.୯%କୁ ହ୍ରାସ ପାଇଛି। ଏହି ନୂତନ ଦର ଆସନ୍ତାକାଲି ଠାରୁ ଲାଗୁ ହେବ। ୨୦୧୯-୨୦ ଆର୍ଥିକ ବର୍ଷରେ କ୍ରମାଗତ ଅଷ୍ଟମ ଥର ଲାଗି ଷ୍ଟେଟ୍‌ ବ୍ୟାଙ୍କ ଏହାର ଏମ୍‌ସିଏଲ୍‌ଆର୍‌ ହ୍ରାସ କରିଛି।

ସମ୍ବନ୍ଧିତ ଖବର