ତନିସ୍କର ରଥଯାତ୍ରା ଅଫର

ଭୁବନେଶ୍ୱର: ତନିସ୍କ ପକ୍ଷରୁ ରଥଯାତ୍ରା ଅଫର ଘୋଷଣା କରାଯାଇଛି। ଏଥିରେ ଗ୍ରାହକମାନେ ଗ୍ରାହକ ସୁନା ଗହଣାର ଗଢ଼ା ମୂଲ୍ୟରେ ୨୫% ପର୍ଯ୍ୟନ୍ତ ରିହାତି ପାଇପାରିବେ। ଏହା ବ୍ୟତୀତ ପ୍ରତିଟି ଗହଣା କ୍ରୟ ଉପରେ ମାଗଣା ସୁନା କଏନ ପ୍ରଦାନ କରାଯିବ। ଏହି ଅଫର ତନିସ୍କର ସବୁ ଷ୍ଟୋର୍‌ରେ ଉପଲବ୍ଧ ହେବ। ତନିସ୍କରେ ସ୍ବୟମ, ଉତ୍ସବ, ଲାବଣ୍ୟମ, ଗୁଲ୍‌ଜାନ୍, ପ୍ରିନ୍ ଏବଂ ଆଭିର୍‌ ଭଳି ଗହଣା ସମ୍ଭାର ଉପଲବ୍ଧ ଅଛି। କଂପାନିର ଷ୍ଟୋର୍‌ରେ ଗ୍ରାହକଙ୍କ ପାଇଁ ୫୦୦୦ରୁ ଅଧିକ ଡିଜାଇନର ପାରମ୍ପରିକ, ଆଧୁନିକ ଓ ଫ୍ୟୁଜନ୍ ଗହଣା ରହିଛି।

ସମ୍ବନ୍ଧିତ ଖବର