ଇସ୍ରାଏଲ୍‌ର ଦୁଇ ଷ୍ଟାର୍ଟଅପ୍‌ରେ ଭଲ୍‌ଭୋ କାରସ୍‌ର ନିବେଶ

ଭୁବନେଶ୍ବର: ଭଲ୍‌ଭୋ କାରସ୍‌ ଟେକ୍ ଫଣ୍ଡ୍ ତରଫରୁ ଇସ୍ରାଏଲ୍‌ର ଦୁଇଟି ପ୍ରଯୁକ୍ତି ଭିତ୍ତିକ ଷ୍ଟାର୍ଟଅପ୍ ଏମ୍‌ଡିଗୋ ଓ ୟୁଭି ଆଇନରେ ପୁଞ୍ଜିନିବେଶ କରାଯାଇଛି। ଏମ୍‌ଡିଗୋ ମେଡିକାଲ୍‌ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ଉପରେ କାମ କରୁଥିବା ବେଳେ ୟୁଭିଆଇ କାର୍‌ରେ ହୋଇଥିବା ଦାଗ, ଆଘାତ ଓ ଚିହ୍ନଗୁଡ଼ିକୁ ନିରୀକ୍ଷଣ କରିବା ଦିଗରେ କାମ କରୁଛି। ଏହି ଦୁଇ ନିବେଶକୁ ନେଇ କଂପାନି ବେଶ ଉତ୍ସାହିତ ଥିବା ପ୍ରକାଶ କରିଛି।

ସମ୍ବନ୍ଧିତ ଖବର