କଟକରେ ବଡ଼ ଜୁଆ ଆଡ୍ଡା ଉପରେ ଚଢ଼ାଉ

କଟକ: କଟକରେ ବଡ଼ ଜୁଆ ଆଡ୍ଡା ଉପରେ ଚଢ଼ାଉ। ମାଲଗୋଦାମ ଥାନା ଅଧୀନରେ ଥିବା ସେଟେଲମେଣ୍ଟ ଅଫିସ ନିକଟରେ ଥିବା ଏକ ବନ୍ଦ ଘରେ ଚାଲିଥିଲା ଏହି ଜୁଆ ଆଡ୍ଡା। ୧୦ ଉର୍ଦ୍ଧ୍ବ ବ୍ୟକ୍ତି ଏହି ଖେଳରେ ଥିଲେ ମସଗୁଲ। ପୁଲିସ କଲା ଅତର୍କିତ ଚଢ଼ାଉ।

ସାଢ଼େ ୪ ଲକ୍ଷରୁ ଉଦ୍ଧ୍ଵ ଟଙ୍କା ନେଇ ଚାଲିଥିଲା ଜୁଆ ଖେଳ। ତାହା ସହ ଦାମୀ ମୋବାଇଲ ମଧ୍ୟ। ଘଟଣା ସ୍ଥଳରେ ୧୧ ଜଣଂକୁ ଅଟକ ରଖିଛି ପୁଲିସ। ଏହାସହ ୪ ଟି ବାଇକ ମଧ୍ୟ ଜବତ କରିଛି ପୁଲିସ। ତେବେ ଏହି ଘଟଣା ଘଟିବା ପରେ ପୁଲିସ ତାର ତଦନ୍ତ ପ୍ରକ୍ରିୟାକୁ ଆହୁରି ମଜଭୁତ କରିଛି।

ସମ୍ବନ୍ଧିତ ଖବର