ଅନୁସନ୍ଧାନ କରୁଥିବା ବର୍ଗ

ଗଞ୍ଜାମ

ପୁରୁଷୋତ୍ତମପୁରରେ ଚାଞ୍ଚଲ୍ୟ: ଘରେ ପଶି ଯୁବକଙ୍କୁ ହତ୍ୟା

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ଥାନା ପାଣ୍ଡିଆପନ୍ଦରା ସାହିରେ ଗତକାଲି ବିଳମ୍ବିତ ରାତିରେ ବୀଭତ୍ସ ହତ୍ୟାକାଣ୍ଡ ଘଟିଛି। ମୃତ ବ୍ୟକ୍ତି ହେଉଛନ୍ତି ମୁରଲୀ ବାଡ଼ତ୍ୟା । ସେ ଘରେ ଶୋଇଥିବା ବେଳେ ଦୁର୍ବୃତ୍ତମାନେ ଘରେ ପଶି ତାଙ୍କୁ ହତ୍ୟା କରିଛନ୍ତି। ସୂଚନା ଅନୁସାରେ, ମୁରଲି…
ଅଧିକ ଖବର ଦେଖନ୍ତୁ...

ଆଜି ପବିତ୍ର ମହାବାରୁଣୀ ସ୍ନାନ: ଦଶାଶ୍ୱମେଧ ଘାଟ ଓ ରୁଷିକୂଲ୍ୟା ଘାଟରେ ଶ୍ରଦ୍ଧାଳୁଙ୍କ ଭିଡ଼

ଯାଜପୁର: ଆଜି ପବିତ୍ର ମହାବାରୁଣୀ ସ୍ନାନ। ଯାଜପୁରର ବୈତରଣୀ ନଦୀ କୂଳ ପବିତ୍ର ଦଶାଶ୍ୱମେଧ ଘାଟଠାରେ ବାରୁଣୀ ସ୍ନାନ ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଛି। ସକାଳ ୭ଟା ୯ ମିନିଟରୁ ଦିନ ୧୨ଟା ୫୭ ମିନିଟ ପର୍ଯ୍ୟନ୍ତ ଶୁଭଯୋଗ ସମୟ ନିର୍ଘଣ୍ଟ ହୋଇଛି। ରାଜ୍ୟ ତଥା ରାଜ୍ୟ ବାହାରର ଶ୍ରଦ୍ଧାଳୁ ବୁଡ଼…
ଅଧିକ ଖବର ଦେଖନ୍ତୁ...

ପିକଅପ୍ ଭ୍ୟାନ ଓଲଟି ଦୁଇଜଣଙ୍କର ଚାଲିଗଲା ଜୀବନ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ହିଞ୍ଜିଳିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଥିବାର ଖବର ମିଳିଛି। ଦଣ୍ଡୁଆଙ୍କୁ ନେଇ ଯାଉଥିବା ଏକ ପିକଅପ୍ ଭ୍ୟାନ ଓଲଟି ଦୁଇଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୫ ଜଣ ଗୁରୁତର ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୭ ଜଣଙ୍କ ଅବସ୍ଥା ସଙ୍କାଟାପନ୍ନ ରହିଛି। ଗୁରୁତରଙ୍କୁ…
ଅଧିକ ଖବର ଦେଖନ୍ତୁ...

ଗଞ୍ଜାମରେ ଦଳ ଡେଇଁଛନ୍ତି ଡଜନେ ନେତା: କିଏ ଫାଇଦାରେ, କିଏ ନିରାଶ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାରେ ଚଳିତ ନିର୍ବାଚନ ପରିପ୍ରେକ୍ଷୀରେ ଡଜନେରୁ ଅଧିକ ପ୍ରମୁଖ ନେତା ଦଳ ଡେଇଁ ସାରିଲେଣି। ଏମାନଙ୍କ ମଧ୍ୟରୁ କିଏ ଫାଇଦାରେ ରହିଛନ୍ତି ତ କିଏ ଟିକେଟ ନପାଇ ନିରାଶ ହୋଇଛନ୍ତି। ଦେଖିବାକୁ ମିଳିଛି ଯେ ୫ଜଣ ନେତା ଡେଇଁ ଫାଇଦାରେ ରହିଛନ୍ତି। ସେମାନେ ହେଲେ; ପ୍ରଦୀପ…
ଅଧିକ ଖବର ଦେଖନ୍ତୁ...

ଗଞ୍ଜାମରେ ପରିବାରବାଦ ରାଜନୀତି: ପାଞ୍ଚ ଆସନରେ ୮ ଉତ୍ତରାଧିକାରୀ

ବ୍ରହ୍ମପୁର: ଏକଦା ଗଞ୍ଜାମ ରାଜନୀତିରେ ସବୁବେଳେ ରାଜପରିବାରର ଦବ୍‌ଦବା ରହି ଆସିଥିଲା। ଏବେ ଦୁଇ ରାଜପରିବାର ରାଜନୀତିରେ ସକ୍ରିୟ ରହିଛନ୍ତି। ରାଜପରିବାର ପରେ ବର୍ତ୍ତମାନ ଜିଲ୍ଲାରେ କ୍ଷମତା ରାଜନୀତିରେ ପରିବାରବାଦ ଦେଖିବାକୁ ମିଳୁଛି। ନିଜ ହାତରେ ରାଜନୈତିକ କ୍ଷମତା ରଖିବା ପାଇଁ ବାପା…
ଅଧିକ ଖବର ଦେଖନ୍ତୁ...

ବ୍ରହ୍ମପୁର ଲୋକସଭା, ବିଧାନସଭା ଆସନରେ ପ୍ରାର୍ଥୀ ଚୟନର ପ୍ରତିବାଦ

ବ୍ରହ୍ମପୁର: ବ୍ରହ୍ମପୁର ଲୋକସଭା ଓ ବିଧାନସଭା ଆସନରେ ବିଜେଡି ପ୍ରାର୍ଥୀ ଚୟନକୁ ନେଇ ଦଳରୁ ବିରୋଧ ଆରମ୍ଭ ହୋଇଛି। ଉଭୟ ଆସନରେ ଟିକେଟ ଆଶାୟୀ ଥିବା ନେତା ଅସନ୍ତୋଷ ଜାହିର କରିବା ଆରମ୍ଭ କରି ଦେଇଛନ୍ତି। କିଛି ନେତା ପାଟି ଖୋଲୁ ନଥିବା ବେଳେ ଆଉ କିଛି ନେତା ଦଳ ଛାଡ଼ିଲେଣି। ଏହି କ୍ରମରେ…
ଅଧିକ ଖବର ଦେଖନ୍ତୁ...

ବିଜେପିର ପ୍ରାର୍ଥିତ୍ବକୁ ନେଇ ଦଳରେ ଅସନ୍ତୋଷ: ରାଜ୍ୟ ନେତୃମଣ୍ଡଳୀଙ୍କୁ ଫେରାଦ୍‌

ଛତ୍ରପୁର: ଗଞ୍ଜାମ ଜିଲ୍ଲା‌ ଛତ୍ରପୁର ବିଧାନସଭା ଆସନରୁ ପ୍ରାର୍ଥୀ ହୋଇଥିବା କୃଷ୍ଣଚନ୍ଦ୍ର ନାୟକଙ୍କ ପ୍ରାର୍ଥିତ୍ବକୁ ନେଇ ଦଳର ଗୋଟିଏ ଗୋଷ୍ଠୀ ଭିତରେ ଅସନ୍ତୋଷ କୁହୁଳିବାରେ ଲାଗିଛି। ଏଥିପାଇଁ ୨୦୧୯ରେ ଦଳୀୟ ପ୍ରାର୍ଥୀ ହୋଇଥିବା ପ୍ରଶାନ୍ତ କର ଓ ବିଜେଡି ଛାଡ଼ି ବିଜେପିରେ ଯୋଗ…
ଅଧିକ ଖବର ଦେଖନ୍ତୁ...

ବ୍ରହ୍ମପୁରରେ ଗୁରୁ-ଶିଷ୍ୟ ଲଢ଼େଇ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁର ବିଧାନସଭା ଆସନରେ ଚଳିତ ୨୦୨୪ ନିର୍ବାଚନରେ ଲଢ଼େଇ ରୋଚକ ହେବାକୁ ଯାଉଛି ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି। ଏହି ବିଧାନସଭା ଆସନ ପାଇଁ ରମେଶ ଚ୍ୟାଉପଟ୍ଟନାୟକଙ୍କୁ ବିଜେଡ଼ି ପକ୍ଷରୁ ନିର୍ବାଚନ ମଇଦାନରେ ପ୍ରାର୍ଥୀ କରାଯାଇଛି। ଅପରପକ୍ଷରେ…
ଅଧିକ ଖବର ଦେଖନ୍ତୁ...

ଗଞ୍ଜାମ ଖୋର୍ଦ୍ଧା ସୀମାନ୍ତ ୧୬ ନମ୍ବର ଜାତୀୟ ରାଜପଥ ସୋଲପୋଖରି ଠାରେ ସଡ଼କ ଦୁର୍ଘଟଣା: ଜଣେ ମୃତ

ଖଲ୍ଲିକୋଟ: ଗଞ୍ଜାମ ଖୋର୍ଦ୍ଧା ସୀମାନ୍ତ୧୬ ନମ୍ବର ଜାତୀୟ ରାଜପଥ ସୋଲପୋଖରି ଠାରେ ସଡ଼କ ଦୁର୍ଘଟଣା ଘଟିଛି। ରାସ୍ତା କଡରେ ଥିବା ଟ୍ରକ ପଛକୁ ପିକପ୍ ଭ୍ୟାନ ଧକ୍କା ଦେଇଛି। ଏହି ଦୁଘର୍ଟଣାରେ ପିକପ୍ ଭ୍ୟାନ ଚାଳକଙ୍କର ଘଯଣାସ୍ଥଳରେ ମୃତ୍ୟୁ ଘଟିଥିବା ପୁଲିସ୍ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।…
ଅଧିକ ଖବର ଦେଖନ୍ତୁ...

ବ୍ରହ୍ମପୁର ଲୋକସଭା କଂଗ୍ରେସ ପ୍ରାର୍ଥୀ ହେଲେ ରଶ୍ମିରଂଜନ

ବ୍ରହ୍ମପୁର: କଂଗ୍ରେସ ତରଫରୁ ବ୍ରହ୍ମପୁର ଲୋକସଭା ପାଇଁ ରଶ୍ମିରଂଜନ ପଟ୍ଟନାୟକଙ୍କ ନାମ ଘୋଷଣା ହୋଇଛି। ସେହିପରି ଗଞ୍ଜାମ ଜିଲ୍ଲାର ୬ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ତାଲିକା ପ୍ରକାଶ କରାଯାଇଛି। ତନ୍ମଧ୍ୟରେ ସାନଖେମୁଣ୍ଡି ନିର୍ବାଚନମଣ୍ଡଳୀ ପାଇଁ ବିଧାୟକ ରମେଶ ଜେନା ପୁଣିଥରେ…
ଅଧିକ ଖବର ଦେଖନ୍ତୁ...