ପୁଲିସ ଡିଜିଙ୍କ ନୂଆପଡ଼ା ଗସ୍ତ

ନୂଆପଡ଼ା: ଆଜି ନୂଆପଡ଼ା ଗସ୍ତରେ ଅଛନ୍ତି ପୁଲିସ ଡିଜି ଅଭୟ। ଆଜି ସକାଳେ ୯ଟା ୩୦ରେ ହେଲିକେପ୍ଟର ଯୋଗେ ଆସି ନୂଆପଡ଼ାରେ ପହଞ୍ଚିଛନ୍ତି ପୁଲିସ ଡିଜି। ନୂଆପଡ଼ା ଏକ ମାଓ ପ୍ରଭାବିତ ଜିଲ୍ଲା ହୋଇଥିବାର ଆଜି ଏହା ଉପରେ ଆଲୋଚନା କରିବା ସହିତ ନୂଆପଡ଼ାରୁ ସିଧାସଳଖ ସୁନାବେଡ଼ା ଅଞ୍ଚଳକୁ ଯାଇ ସେଥରେ ଓଡ଼ିଶା ଓ ଛତିଶଗଡ଼ ସୀମାର ଏରିଅଲ ରିଭ୍ୟୁ କରିବାର କାର୍ଯ୍ୟକ୍ରମ ରହିଛି।

ସମ୍ବନ୍ଧିତ ଖବର