ଅନୁସନ୍ଧାନ କରୁଥିବା ବର୍ଗ

ପୁରୀ

ପିପିଲି ଉପନିର୍ବାଚନ: ସରିଲା ପ୍ରଚାର, ୧୭୫ ‌ସମ୍ବେଦନଶୀଳ ବୁଥ୍‌ ଉପରେ ନଜର

ପୁରୀ : ପିପିଲି ଉପନିର୍ବାଚନ ପାଇଁ ୮ଦିନ ଧରି ଚାଲିଥିବା ପ୍ରଚାର ଆଜି ଶେଷ ହୋଇଛି। ବିଭିନ୍ନ ଦଳର ନେତାମାନେ ଶେଷଦିନରେ ମାରଥନ୍‌ ପ୍ରଚାର କରି ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ୍‌ ଭିକ୍ଷା କରିଛନ୍ତି। ସୋମବାର ସଂଧ୍ୟା ୬ଟାରୁ ନିର୍ବାଚନ ପ୍ରଚାରକୁ ନିଷିଦ୍ଧ କରାଯାଇଥିବାବେଳେ…
ଅଧିକ ଖବର ଦେଖନ୍ତୁ...

ପିପିଲିରେ ନିର୍ବାଚନୀ ହିଂସା: ବିଜେପି ଅଫିସ ଉପରେ ବୋମାମାଡ଼

ପିପିଲି : ପୁରୀ ଜିଲ୍ଲା ସାତଶଂଖସ୍ଥିତ ଭାରତୀୟ ଜନତା ପାର୍ଟି ଅଫିସ୍‌ ଉପରେ ରବିବାର ବିଳମ୍ବିତ ରାତିରେ ବୋମାମାଡ଼ ହୋଇଛି। ମିଳିଥିବା ସୂଚନା ଅନୁଯାୟୀ ରବିବାର ରାତି ପ୍ରାୟ ଗୋଟାଏ ବେଳେ ବିଜେପି ଅଫିସ୍‌ ଉପରେ କେହି ଦୁର୍ବୃତ୍ତ ବୋମାମାଡ଼ କରି ଫେରାର ହୋଇଯାଇଥିଲା। ତେବେ ଏଥିରେ କେହି…
ଅଧିକ ଖବର ଦେଖନ୍ତୁ...

ପିପିଲି ଉପନିର୍ବାଚନ: ପ୍ରଶିକ୍ଷଣ ‌ଶେଷ, ୨୮ରେ ବୁଥକୁ ଯିବେ ପୋଲିଂ ପାର୍ଟି

ପୁରୀ : ଆଉ ୪ ଦିନ ପରେ ପିପିଲି ଉପନିର୍ବାଚନ। ସେପ୍ଟେମ୍ବର ୩୦ ସକାଳ ୭ଟାରୁ ଆରମ୍ଭ ହେବ ମତଦାନ। ସକାଳ ସାଢ଼େ ୫ଟାରୁ ଆରମ୍ଭ ହେବ ମକପୋଲ୍‌। ଏଥିପାଇଁ ପ୍ରଶାସନିକ ପ୍ରସ୍ତୁତିପର୍ବ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ପୋଲିଂ ପାର୍ଟିଙ୍କ ଶେଷ ପ୍ରଶିକ୍ଷଣ ଆଜି ଶେଷ ହୋଇଛି। ଦିନକ ପରେ ଅର୍ଥାତ୍‌…
ଅଧିକ ଖବର ଦେଖନ୍ତୁ...

ଭିଜିଲାନ୍ସ ଜାଲରେ ପୁଲିସ୍‌ ଏଏସ୍‌ଆଇ

ଗୋପ : ଜାମିନ ପାଇଁ ସହଯୋଗ କରିବାକୁ ୨ ହଜାର ଟଙ୍କା ଲାଞ୍ଚ ନେବାବେଳେ ଗୋପ ଥାନା ଏଏସଆଇ ରାଧାଶ୍ୟାମ ନାୟକ ଭିଜିଲାନ୍‌ସ ହାତରେ ଧରାପଡ଼ିଛନ୍ତି। ଭୁବନେଶ୍ବର ଭିଜିଲାନ୍ସ ଅତିରିକ୍ତ ଏସ୍‌ପି ଅକ୍ଷୟ କୁମାର ମିଶ୍ରଙ୍କ ନେତୃତ୍ବରେ ଏକ ୧୪ ଜଣିଆ ଟିମ୍ ଲାଞ୍ଚ ନେବା ସମୟରେ ତାଙ୍କୁ ଧରିବା ସହ…
ଅଧିକ ଖବର ଦେଖନ୍ତୁ...

ପର୍ଯ୍ୟଟନ ସହରକୁ ସ୍ୱାଭାବିକ ହେଉନି ଟ୍ରେନ୍‌ ଚଳାଚଳ

ପୁରୀ : କରୋନା ପ୍ରକୋପ କମିଥିଲେ ମଧ୍ୟ ପର୍ଯ୍ୟଟନ ସହର ପୁରୀକୁ ଏପର୍ଯ୍ୟନ୍ତ ଟ୍ରେନ୍‌ ଚଳାଚଳ ସ୍ବାଭାବିକ ହୋଇପାରି ନାହିଁ। ଯାହାର ପ୍ରଭାବ ସିଧାସଳଖ ପର୍ଯ୍ୟଟନ ଶିଳ୍ପ ଉପରେ ପଡ଼ିଛି। ଦେଶ ବିଦେଶର ବିଭିନ୍ନ ପ୍ରାନ୍ତରୁ ଦୈନିକ ହଜାର ହଜାର ପର୍ଯ୍ୟଟକ ପୁରୀକୁ ଆସୁଥିଲେ ମଧ୍ୟ ନିୟମିତ…
ଅଧିକ ଖବର ଦେଖନ୍ତୁ...

ମହାପ୍ରଭୁଙ୍କ ଦର୍ଶନ କଲେ ପ୍ରଧାନ ବିଚାରପତି

ପୁରୀ : କଡା ସୁରକ୍ଷା ବଳୟରେ ଶନିବାର ଦିନ ରତ୍ନସିଂହାସନରେ ବିଜେ ଶ୍ରୀଜିଉଙ୍କୁ ଦର୍ଶନ କରିଛନ୍ତି ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ୍‌ ନୂଥାଲପତି ଭେଙ୍କଟ ରମଣା। ଆନ୍ଧ୍ରପ୍ରଦେଶର ମୂଳ ବାସିନ୍ଦା ଜଷ୍ଟିସ୍‌ ରମଣା ପାରମ୍ପରିକ ପୋଷାକ ଧୋତି ପିନ୍ଧି ସପରିବାର ଶ୍ରୀମନ୍ଦିର ଯାଇ…
ଅଧିକ ଖବର ଦେଖନ୍ତୁ...

ପୁରୀ ରେଳଷ୍ଟେସନରୁ ବ୍ରାହ୍ମଣ ବେଶଧାରୀ ଲୁଟେରା ଗିରଫ

ପୁରୀ: ପୁରୀ ରେଳଷ୍ଟେସନରୁ ଜଣେ ବ୍ରାହ୍ମଣ ବେଶଧାରୀ ଲୁଟେରାଙ୍କୁ ଜିଆରପି ପୁଲିସ ଧରିବାରେ ସକ୍ଷମ ହେଇଛି। ପୁରୀ ମାଳିସାହିର ଅଶୋକ ପଲେଇ ଷ୍ଟେସନ ଭିତରେ ବ୍ରାହ୍ମଣ ବେଶରେ ବୁଲି ଜଣେ ଯାତ୍ରୀଙ୍କ ମୋବାଇଲ ଲୁଟିନେବା ସମୟରେ ଧରପଡ଼ିଥିଲେ। ଜିଆରପି ପୁଲିସ ଏନେଇ ୨୦/୨୧ ନମ୍ବରରେ ଏକ ମାମଲା ରୁଜୁ…
ଅଧିକ ଖବର ଦେଖନ୍ତୁ...

ପୁରୀରେ ପହଞ୍ଚିଲେ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି, ଆଜି ମହାପ୍ରଭୁଙ୍କ ଦର୍ଶନ କରିବେ

ପୁରୀ : ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିଥିବା ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ୍‌ ଏନ୍‌ ଭି ରମଣା ଶୁକ୍ରବାର ଓଡ଼ିଶାରେ ପହଞ୍ଚିଛନ୍ତି। ସନ୍ଧ୍ୟା ୭ଟା ୫୫ରେ ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିବା ପରେ ଓଡ଼ିଶା ହାଇକୋର୍ଟ ମୁଖ୍ୟ ବିଚାରପତି ଡ. ଏସ୍‌ ମୂରଲୀଧର, ମୁଖ୍ୟ ଶାସନ ସଚିବ…
ଅଧିକ ଖବର ଦେଖନ୍ତୁ...

ପୁରୀ ବଗଲା ଧର୍ମଶାଳା ଜମି ବିବାଦ: ଜବାବ ଦାଖଲ ପାଇଁ ଚାରି ସପ୍ତାହ ମହଲତ

କଟକ : ପୁରୀ ବଡ଼ଦାଣ୍ଡରେ ଥିବା ବଗଲା ଧର୍ମଶାଳା ଜମି ଅନିୟମିତତା ପ୍ରସଂଗକୁ ନେଇ ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ଡକ୍ଟର ସମ୍ବିତ ପାତ୍ର ଦାୟର କରିଥିବା ମାମଲାରେ ଜବାବ ଦାଖଲ ପାଇଁ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନକୁ ହାଇକୋର୍ଟ ଚାରି ସପ୍ତାହ ମହଲତ ପ୍ରଦାନ କରିଛନ୍ତି। ଏଥି ସହିତ ବଗଲା…
ଅଧିକ ଖବର ଦେଖନ୍ତୁ...

ବ୍ରାଉନସୁଗାର ଜବତ, ୩ ଗିରଫ; ଜବତ କାର୍‌ରେ ଲେଖାଯାଇଛି ଭାରତ ସରକାର

ପୁରୀ : କାର୍‌ ନମ୍ବର ପ୍ଲେଟ୍‌ରେ ଲେଖାଥିଲା ଭାରତ ସରକାରଙ୍କ ୟୁଟି ବିଭାଗ। ଏହି କାର୍‌କୁ ପୁଣି ବ୍ୟବହାର କରାଯାଉଥିଲା ବ୍ରାଉନ୍‌ସୁଗାର୍‌ ଧନ୍ଦାରେ। ଭୁବନେଶ୍ବରର ଇନ୍‌ଫୋସିଟିରେ ରହୁଥିବା ୩ ଜଣ ବ୍ରାଉନ୍‌ସୁଗାର୍‌ ବେପାରୀ ଏହି କାର୍‌ରେ ବ୍ରାଉନ୍‌ସୁଗାର୍‌ ନେଇ ପୁରୀକୁ ଯୋଗାଣ କରିବାକୁ…
ଅଧିକ ଖବର ଦେଖନ୍ତୁ...