ଅମିର୍‌ ମୁଖ୍ୟ ଅତିଥି

ମୁମ୍ବାଇ: ବଲିଉଡ୍‌ ନିର୍ମାତା, ନିର୍ଦ୍ଦେଶକ ତଥା ଅଭିନେତା ଅମିତର ଖାନ୍‌ ଭାରତୀୟ ସ୍କ୍ରିନ୍‌ରାଇଟର୍ସ ସମ୍ମିଳନୀ (ଆଇଏସ୍‌ସି)ର ପଂଚମ ସଂସ୍କରଣରେ ମୁଖ୍ୟ ଅତିଥି ଭାବେ ଯୋଗଦେବେ।  ଅଗଷ୍ଟ ୧ରୁ ୩ ପର୍ଯ୍ୟନ୍ତ ବାନ୍ଦ୍ରା ଷ୍ଟାଡିୟମରେ ଏହି ସମ୍ମିଳନୀ ଅନୁଷ୍ଠିତ ହେବ।

ସମ୍ବନ୍ଧିତ ଖବର