ନାନା ପାଟେକର ମହିଳାଙ୍କୁ ଅସମ୍ମାନ କରନ୍ତି: ତନୁଶ୍ରୀ ଦତ୍ତ

ନୂଆଦିଲ୍ଲୀ: ପୂବର୍ତନ ମିସ୍‌ ଇଣ୍ଡିଆ ତଥା‌ ବଲିଉଡ୍‌ ଅଭିନେତ୍ରୀ ତନୁଶ୍ରୀ ଦତ୍ତ ଏକ ଟିଭି ସାକ୍ଷାତକାରରେ କହିଛନ୍ତି ଯେ ୧୦ ବର୍ଷ ପୂର୍ବେ ସେ ଅଭିନେତା ନାନା ପାଟେକରଙ୍କ ଦ୍ବାରା‌ ଯୌନ ନିର୍ଯାତନାର ଶିକାର ହୋଇଥିଲେ। ତନୁଶ୍ରୀ କହିଛନ୍ତି, ଶିଳ୍ପରେ ସମସ୍ତେ ଏକଥା ଜାଣନ୍ତି କିନ୍ତୁ କେହି ପାଟି ଖୋଲନ୍ତିନି। ନାନା ପାଟେକର ସବୁବେଳେ ମହିଳାଙ୍କୁ ଅସମ୍ମାନ କରନ୍ତି। ସେ ମଧ୍ୟ ଅ‌େନକ ଅଭିନେତ୍ରୀଙ୍କୁ ମାରପିଟ କରନ୍ତି ଏବଂ ‌େଯୗନ ନିର୍ଯାତନା ଦିଅନ୍ତି।

ସମ୍ବନ୍ଧିତ ଖବର