ଜାତୀୟ ଶିକ୍ଷାନୀତି ଉପରେ ମତାମତ ଅବଧି ମାସେ ବଢ଼ିଲା

ନୂଆଦିଲ୍ଲୀ : ଜାତୀୟ ଶିକ୍ଷା ନୀତି ଚିଠା ଉପରେ ଲୋକଙ୍କ ମତାମତ ଗ୍ରହଣ ଲାଗି ସରକାର ସମୟସୀମା ମାସେ ବୃଦ୍ଧି କରିଛନ୍ତି। ଜୁଲାଇ ୧ରୁ ମାସେ ପାଇଁ ଏହି ସମୟ ବୃଦ୍ଧି କରାଯାଇଛି। ରାଜ୍ୟସଭାରେ ଆଜି ମାନବ ସମ୍ବଳ ବିକାଶ ମନ୍ତ୍ରୀ ରମେଶ ପୋଖରିୟାଲ ନିଶାଙ୍କ ଏହି ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର