ବିଜେପିରୁ ନିଲମ୍ବିତ ଉତ୍ତରାଖଣ୍ଡ ବିଧାୟକ ପ୍ରଣବ ସିଂହ

ବିଜେପିରୁ ନିଲମ୍ବିତ ହୋଇଥିବା ଉତ୍ତରାଖଣ୍ଡ ବିଧାୟକ ପ୍ରଣବ ସିଂହ ଚାମ୍ପିଅନ୍‌ ଦୁଇ ହାତରେ ବନ୍ଧୁକ ଧରି ନାଚୁଥିବା ଦୃଶ୍ୟ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ବିଧାୟକ ତାଙ୍କ ସଫେଇରେ କହିଛନ୍ତି ଯେ ମଦ ପିଇଲା ପରେ ଏଭଳି କିଛି ଘଟିଥାଏ।

ସମ୍ବନ୍ଧିତ ଖବର