ଆଇପିଏଲ୍‌-୧୩: ଟସ୍‌ ଜିଣି ରାଜସ୍ଥାନ ରୟାଲ୍ସର ବୋଲିଂ ନିଷ୍ପତ୍ତି

ଶାରଜା: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୧୩ତମ ସଂସ୍କରଣରେ ଆଜି  ରାଜସ୍ଥାନ ରୟାଲ୍ସ ଓ କିଙ୍ଗ୍‌ସ ଇଲେଭେନ୍‌ ପଂଜାବ ମଧ୍ୟରେ ୯ମ ମ୍ୟାଚ ଖେଳାଯାଉଛି। ଶାରଜା କ୍ରିକେଟ୍‌ ଷ୍ଟାଡିୟମରେ ଅନୁଷ୍ଠିତ ହେଉଥିବା ଏହି ମ୍ୟାଚ୍‌ରେ ଟସ୍‌ ଜିଣି ରାଜସ୍ଥାନ ରୟାଲ୍ସ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି। ରାଜସ୍ଥାନ ଟିମ୍‌ କିଙ୍ଗ୍‌ସ ଇଲେଭେନ୍‌କୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଛି।

ସମ୍ବନ୍ଧିତ ଖବର