ଜାଣନ୍ତୁ ଆଜିର ରାଶିଫଳ

ମେଷ: ସ˚ପର୍କୀୟଙ୍କ ଠାରୁ ଖୁସି ଖବର ପାଇବେ। ବ୍ୟବସାୟରେ ଲାଭ ହୋଇପାରେ। ପାରିବାରରେ ଆନନ୍ଦ ଉଲ୍ଲାସ ଦେଖାଦେବ।

ବୃଷ: ମନରେ ନୂଆ ବିଚାର ଆସିବ। ଯେତେ ମିଠା କଥା କହିବେ ସେତେ ଲାଭ ପାଇବେ। ବ୍ୟବସାୟରେ କିଛି ପରିବର୍ତ୍ତନ ଆଣିପାରନ୍ତି।

ମିଥୁନ: ଜୀବନରେ ଉନ୍ନତି ହେବା ହେତୁ ପରିବାରରେ ଖୁସିର ମାହୋଲ ରହିବ। ରାଜନୀତିରେ ସଫଳତା ପାଇବେ। ବିଜ୍ଞାନ ଛାତ୍ରଙ୍କ ଲାଗି ଦିନଟି ଭଲ ରହିବ।

କର୍କଟ: ଜୀବିକା ପାଇଁ ଦିନଟି ଅଧିକ ଶୁଭ। ଆପଣଙ୍କ ବିଚାରରେ ଦୃଢ଼ ରହନ୍ତୁ। ବ୍ୟବସାୟରେ ଯଥେଷ୍ଟ ଲାଭ ପାଇବେ। ସନ୍ତାନଙ୍କ ଠାରୁ ଖୁସି ଖବର ମିଳିବ।

ସି˚ହ: ଧାର୍ମିକ କାର୍ଯ୍ୟରେ ମନ ଲାଗି ରହିବ। ଚିନ୍ତାଶୀଳ ବ୍ୟକ୍ତିଙ୍କ ସହିତ ସ˚ପର୍କ ମଜଭୁତ ହେବ। ଚାକିରି ଖୋଜୁଥିବା ବ୍ୟକ୍ତିବିଶେଷ ସୁସମ୍ବାଦ ପାଇବେ।

କନ୍ୟା: ପୂରା ଦିନ ନୂଆ ଶକ୍ତିରେ ଭରି ରହିବେ। ଅନ୍ୟମାନଙ୍କ ସହ ନିଜର ବ୍ୟକ୍ତିଗତ କଥା ଆଲୋଚନା କରନ୍ତୁ ନାହିଁ। ଆୟ ଅପେକ୍ଷା ଖର୍ଚ୍ଚ ଅଧିକ ହେବ।

ତୁଳା: ଆଖପାଖର ଲୋକଙ୍କ ଠାରୁ ସାହାଯ୍ୟ ପାଇବେ। ଅଧୁରା କାମ ପୂରା ହେବ। ଜୀବନସାଥୀଙ୍କ ଠାରୁ ଅଧିକ ପ୍ରେମ ପାଇବେ।

ବିଛା: ଆଜି ଆପଣ ସତେଜ ଅନୁଭବ କରିବେ। ଅଫିସ କାମ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ପୂରା କରିବେ। ସାମାଜିକ କ୍ଷେତ୍ରରେ ସକ୍ରିୟତା ବଢ଼ିବ।

ଧନୁ: କର୍ତ୍ତୃପକ୍ଷ ଆପଣଙ୍କୁ ନୂଆ ପରିଯୋଜନା ଅର୍ପଣ କରିବେ। ଜୀବନସାଥୀଙ୍କ ସହିତ ସମ୍ବନ୍ଧରେ ସୁଧାର ଆସିବ। ସଙ୍ଗୀତ ଶୁଣିବାକୁ ମନ ବଳିବ।

ମକର: ପୁରୁଣା କଥାକୁ ନେଇ ଚିନ୍ତିତ ରହିବେ। ଅଫିସରେ କାମର ବୋଝ ଅଧିକ ହୋଇପାରେ। ସାମାଜିକ କାର୍ଯ୍ୟରେ ମହତ୍ତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିବେ।

କୁମ୍ଭ: ଆଧୢାତ୍ମିକ ଭାବନାରେ ସମୟ ବିତିବ। ବନ୍ଧୁଙ୍କ ସହ ସମ୍ବନ୍ଧ ମଜଭୁତ ହେବ। ନୂଆ କାମ ଶିଖିବାକୁ ମିଳିବ। ବ୍ୟବସାୟରେ ଉନ୍ନତି ହେବ।

ମୀନ: କାର୍ଯ୍ୟକ୍ଷେତ୍ରରେ ଭଲଭାବରେ କାମ କରିବେ। ସ˚ଚୟ ଅର୍ଥ ବୃଦ୍ଧି ହେବ। ଖୁସି ଖବର ପାଇବେ। ପରିବାରରେ ସୁଖ ଶାନ୍ତି ବଜାୟ ରହିବ।

ସମ୍ବନ୍ଧିତ ଖବର