ଜାଣନ୍ତୁ ଏ ସପ୍ତାହର ରାଶିଫଳ

ରବି, ସୋମ ଓ ମଙ୍ଗଳବାର: ଆଗକୁ ବଢ଼ିବା ଲାଗି ସମୟ ଭଲ। ବୁଧ ଓ ଗୁରୁବାର: ମାନପ୍ରତିଷ୍ଠା ବୃଦ୍ଧି ହେବ। ଶୁକ୍ର ଓ ଶନିବାର: ଦାମ୍ପତ୍ୟ ଜୀବନରେ ତାଳମେଳ ବଜାୟ ରହିବ।

ରବି, ସୋମ ଓ ମଙ୍ଗଳବାର: ବୈବାହିକ ଜୀବନ ଭଲ ରହିବ। ବୁଧ ଓ ଗୁରୁବାର: କାର୍ଯ୍ୟ କ୍ଷେତ୍ରରେ ଉନ୍ନତି ହେବ। ଶୁକ୍ର ଓ ଶନିବାର: ବ୍ୟବସାୟରେ ଆଶାଠୁଁ ଅଧିକ ଲାଭ ପାଇବେ।

ରବି, ସୋମ ଓ ମଙ୍ଗଳବାର: ରାଜନୀତିରେ ଆର୍ଥିକ ଲାଭ ହେବ। ବୁଧ ଓ ଗୁରୁବାର: ସବୁ ଆହ୍ବାନର ମୁକାବିଲା କରିପାରିବେ। ଶୁକ୍ର ଓ ଶନିବାର: ମହିଳାମାନେ ଖୁସି ଖବର ପାଇବେ।

ରବି, ସୋମ ଓ ମଙ୍ଗଳବାର: ଶିକ୍ଷା କ୍ଷେତ୍ରରେ ସଫଳତା ପାଇବେ। ବୁଧ ଓ ଗୁରୁବାର: ବ୍ୟବସାୟରେ ସଫଳତା ଓ ଲାଭ ପାଇବେ। ଶୁକ୍ର ଓ ଶନିବାର: ଅନ୍ୟମାନଙ୍କର ସହଯୋଗ ପାଇବେ।

ରବି, ସୋମ ଓ ମଙ୍ଗଳବାର: ଜନକଲ୍ୟାଣ କାର୍ଯ୍ୟରେ ସମୟ ଦେବେ। ବୁଧ ଓ ଗୁରୁବାର: ନୂଆ ଉତ୍ସରୁ ଧନଲାଭ ହେବ। ଶୁକ୍ର ଓ ଶନିବାର: ଜୀବନସାଥୀଙ୍କ ସହିତ ସମ୍ବନ୍ଧ ଭଲ ହେବ।

ରବି, ସୋମ ଓ ମଙ୍ଗଳବାର: ବଜେଟ୍‌କୁ ଧ୍ୟାନ ରଖି ଖର୍ଚ୍ଚ କରନ୍ତୁ। ବୁଧ ଓ ଗୁରୁବାର: କୋର୍ଟ କଚେରି ମାମଲାର ଫଇସଲା ଆପଣଙ୍କ ପକ୍ଷରେ ହେବ। ଶୁକ୍ର ଓ ଶନିବାର: ବ୍ୟବସାୟରେ ଉନ୍ନତି ହେବ।

ରବି, ସୋମ ଓ ମଙ୍ଗଳବାର: ରାଜନୀତିକ କାର୍ଯ୍ୟରେ ସମୟ ଦେବେ। ବୁଧ ଓ ଗୁରୁବାର: ବ୍ୟବସାୟ କାମରେ ଦୂର ସ୍ଥାନକୁ ଯିବେ। ଶୁକ୍ର ଓ ଶନିବାର: ପାରିବାରିକ ସମ୍ବନ୍ଧରେ ମଧୁରତା ଆସିବ।

ରବି, ସୋମ ଓ ମଙ୍ଗଳବାର: ବେପାର‌େର ପରିବର୍ତ୍ତନ ପାଇଁ ଯୋଜନା କରିବେ। ବୁଧ ଓ ଗୁରୁବାର: ଆର୍ଥିକ ସ୍ଥିତି ସ୍ବଚ୍ଛଳ ରହିବ। ଶୁକ୍ର ଓ ଶନିବାର: ନିଜର କାମ କରିବା ଶୈଳୀ ବଦଳାଇବେ।

ରବି, ସୋମ ଓ ମଙ୍ଗଳବାର: ଗବେଷଣା କାମରେ ମନ ଲାଗିବ। ବୁଧ ଓ ଗୁରୁବାର: ଲାଗି ରହିଥିବା ଚିନ୍ତାରୁ ମୁକ୍ତି ପାଇବେ। ଶୁକ୍ର ଓ ଶନିବାର: ପ୍ରେମ ଜୀବନ ଭଲ ରହିବ।

ରବି, ସୋମ ଓ ମଙ୍ଗଳବାର: ଜମିରେ ନିବେଶ କରିପାରନ୍ତି। ବୁଧ ଓ ଗୁରୁବାର: ପ୍ରେମରେ ସଫଳତା ପାଇବେ। ଶୁକ୍ର ଓ ଶନିବାର: ଧୈର୍ଯ୍ୟଧରି କାମ କରନ୍ତୁ ସଫଳ ହେବେ।

ରବି, ସୋମ ଓ ମଙ୍ଗଳବାର: ଘରେ ସୁଖଶାନ୍ତି ବଜାୟ ରହିବ। ବୁଧ ଓ ଗୁରୁବାର: ନିର୍ମାଣ କାର୍ଯ୍ୟ ଲାଗି ଯୋଜନା କରିବେ। ଶୁକ୍ର ଓ ଶନିବାର: ଅପ୍ରତ୍ୟାଶିତ ଧନପ୍ରାପ୍ତି ହୋଇପାରେ।

ରବି, ସୋମ ଓ ମଙ୍ଗଳବାର: ସବୁ ଇଚ୍ଛା ପୂର୍ଣ୍ଣ ହେବ। ବୁଧ ଓ ଗୁରୁବାର: ପାରିବାରିକ ଜୀବନ ସୁଖମୟ ହେବ। ଶୁକ୍ର ଓ ଶନିବାର: ସାମାଜିକ କାର୍ଯ୍ୟ କରିବାର ସୁଯୋଗ ପାଇବେ।

ସମ୍ବନ୍ଧିତ ଖବର