ଭୁବନେଶ୍ବରରେ ଖୋଲିଲା ଫାଷ୍ଟଟ୍ରାକ୍ କୋର୍ଟ

ଭୁବନେଶ୍ବର : ଭୁବନେଶ୍ବର କୋର୍ଟ କମ୍ପ୍ଲେକ୍ସରେ ଗୁରୁବାର ଫାଷ୍ଟଟ୍ରାକ୍ କୋର୍ଟ ଖୋଲିଛି। ରାଜ୍ୟର ଅନ୍ୟ ୨୧ଟି ଫାଷ୍ଟଟ୍ରାକ୍ କୋର୍ଟ ସହ ଏହାକୁ ଉଦ୍‌ଘାଟନ କରାଯାଇଛି। ଉଦ୍‌ଘାଟନ ସମୟରେ ଏହି କୋର୍ଟର ନବନିଯୁକ୍ତ ବିଚାରପତି ମୁରଲୀଧର ପ୍ରଧାନ, ଭୁବନେଶ୍ବର ବାର୍‌ ଆସୋସିଏସନ୍ ସଭାପତି ନିର୍ମଳ କିଶୋର ରଥ, ଉପସଭାପତି ଦେବୀଦତ୍ତ ବାରିକ, ସମ୍ପାଦକ ରାଜକିଶୋର ଦାସ ଓ ଯୁଗ୍ମ ସମ୍ପାଦକ ଅଶୋକ କୁମାର ବଡ଼ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର