ରାଜଧାନୀରେ ପଥ ଉତ୍ସବ: ମନୋରଞ୍ଜନ କାର୍ଯ୍ୟକ୍ରମର ମଜା ନେଉଛନ୍ତି ଭୁବନେଶ୍ୱରବାସୀ

ଭୁବନେଶ୍ବର: ରାଜଧାନୀରେ ଇନଫୋସିଟିରୁ ଶିଖରଚଣ୍ଡି ରାସ୍ତାରେ ଚାଲିଛି ପଥ ଉତ୍ସବ । ନାଚ, ଗୀତ, ଝୋଟି, ଯୋଗ, ସ୍କେଟିଂ ଆଦି ଭିନ୍ନ ଭିନ୍ନ କ୍ରୀଡ଼ା ଓ କୌଶଳ ପ୍ରଦର୍ଶନ ଦେଖିବାକୁ ମିଳିଛି। ବିଭିନ୍ନ ସ୍କୁଲ, କଲେଜ ସାଙ୍ଗକୁ ବିଭିନ୍ନ କ୍ରୀଡ଼ା ଅନୁଷ୍ଠାନ, କଳାକାର ଓ ଏସଏଚଜି ଏଥିରେ ଭାଗ ନେଇଛନ୍ତି। ଶୀତୁଆ ସକାଳରେ ଏହି ପଥୋତ୍ସବ ମନ ପ୍ରଫୁଲ୍ଲିତ କରିବା ସାଙ୍ଗକୁ ଏସବୁ ମନୋରଞ୍ଜନ କାର୍ଯ୍ୟକ୍ରମର ମଜା ନେଉଛନ୍ତି ଭୁବନେଶ୍ୱରବାସୀ ।

ସମ୍ବନ୍ଧିତ ଖବର