ଇଣ୍ଟର୍‌ନେଟ୍‌ ଦୁନିଆର ସବୁଠୁ ବଡ଼ ସର୍ଚ୍ଚ ଇଞ୍ଜିନ୍‌ ‘ଗୁଗଲ୍‌’ ଯଦି ବନ୍ଦ ହୋଇଯାଏ ତେବେ କ’ଣ ହେବ?

କେବେ କଳ୍ପନା କରିଛନ୍ତି କି?

ବର୍ତ୍ତମାନ ଗୁଗଲ୍‌ ହେଉଛି ଦୁନିଆର ସବୁଠୁ ବଡ଼ ସର୍ଚ୍ଚ ଇଞ୍ଜିନ୍‌। ସମସ୍ତ ସ୍କୁଲ୍‌, କଲେଜ, ସରକାରୀ-ବେସରକାରୀ ଅଫିସ୍‌ ଠାରୁ ଆରମ୍ଭ କରି ବ୍ୟବସାୟ ସଂସ୍ଥା ପର୍ଯ୍ୟନ୍ତ ସବୁଠାରେ ଏହାର ବ୍ୟବହାର ହୋଇଥାଏ। ଏଥିରେ ସମସ୍ତ ପ୍ରଶ୍ନର ଉତ୍ତର ମିଳିବା ସହ ସବୁ ପ୍ରକାରର ସୂଚନା ମିଳିଥାଏ। ପ୍ରାୟ ସବୁ ଶ୍ରେଣୀର ଲୋକ ଗୁଗଲ୍‌ର ସହାୟତା ନେଇଥା’ନ୍ତି। ବୋଧ ହୁଏ, ଏମିତି ଅଳ୍ପ କିଛି ଲୋକ ଥିବେ ଯେଉଁମାନେ ଗୁଗଲ୍‌ ବିଷୟରେ ଜାଣି ନ ଥିବେ।

ସମ୍ବନ୍ଧିତ ଖବର