ଓଡ଼ିଶା-ଜମ୍ମୁ କଶ୍ମୀର ରଣଜୀ ମ୍ୟାଚ୍‌: ଓଡ଼ିଶାର ସ୍କୋର ୩୨୩ ରନ୍‌

ଭୁବନେଶ୍ୱର: ଓଡ଼ିଶା ଓ ଜମ୍ମୁ କଶ୍ମୀର ମଧ୍ୟରେ ଜାରି ଥିବା ରଣଜୀ ମ୍ୟାଚରେ ଓଡ଼ିଶାର ଟିମ୍‌ର ସ୍କୋର ରବିବାର ୩୨୩ ରନ୍‌ରେ ଅଟକିଛି। ପ୍ରଥମ ଇନିଂସରେ ଜମ୍ମୁ କଶ୍ମୀର ଠାରୁ ଓଡ଼ିଶା ୧୯୬ ରନ୍‌ରେ ଅଗ୍ରଣୀ ଅଛି। ଓଡ଼ିଶାର ବିସ୍ଫୋରକ ବ୍ୟାଟସ୍‌ମ୍ୟାନ୍‌ ଅଭିଷେଶ ରାଉତ ଅପରାଜିତ ଶତକ (୧୧୬ ରନ୍‌) ହାସଲ କରିଥିଲେ। ସେହିପରି ଅନୁରାଗ ଷଡ଼ଙ୍ଗୀ ୫୭ ରନ୍‌ ସଂଗ୍ରହ କରିଥିବା ବେଳେ ଦେବାଶିଷ ସାମନ୍ତରାୟ ୮୫ ରନ୍‌ ଯୋଡ଼ିଛନ୍ତି।

ସମ୍ବନ୍ଧିତ ଖବର