ାଧାରମଣ ସ୍ମାରକୀ ବିଦ୍ୟାଳୟ ଓପନ୍‌ ଚେସ୍‌ ୧୮ରେ

ଭୁବନେଶ୍ୱର: ଓଡ଼ିଶା ରାଜ୍ୟ ଚେସ୍‌ ସଂଘ (ଓଏସ୍‌ସିଏ) ଆନୁକୂଲ୍ୟରେ ପ୍ରଥମ ରାଧାରମଣ ପାଣିଗ୍ରାହୀ ସ୍ମାରକୀ ବିଦ୍ୟାଳୟ ଓପନ୍‌ ଚେସ୍‌ ପ୍ରତିଯୋଗିତା ଆସନ୍ତା ୧୮ ତାରିଖରେ ଅନୁଷ୍ଠିତ ହେବ। ଏହି ପ୍ରତିଯୋଗିତା ଟଙ୍କପାଣି ରୋଡ୍‌ ଶିରିଡ଼ି ସାଇ ମନ୍ଦିର ନିକଟସ୍ଥ ସାଇ ବୀଣାପାଣି ଜ୍ଞାନମନ୍ଦିରଠାରେ ଖେଳାଯିବ। ଏଥିରେ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ଭାଗ ନେଇପାରିବେ। ଶୀର୍ଷ ୧୫ ଖେଳାଳିଙ୍କୁ ପୁରସ୍କାର ପ୍ରଦାନ କରାଯିବ। ଅଧିକ ବିବରଣୀ ପାଇଁ ୯୯୩୮୩ ୧୮୭୮୭/୯୪୩୮୫ ୭୧୬୫୯ରେ ଯୋଗାଯୋଗ କରିବାକୁ ଓଏସ୍‌ସିଏ କ୍ରୀଡ଼ା ନିର୍ଦେଶକ ଦେବାଶିଷ ପାଣିଗ୍ରାହୀ ଜଣାଇଛନ୍ତି।

ସମ୍ବନ୍ଧିତ ଖବର