ଗୋପାଳ ଚନ୍ଦ୍ର ମହାନ୍ତି ଓଡ଼ିଶା ହାଇକୋର୍ଟର ସଭାପତି, ସଂଜୟ କୁମାର ଦାସ ସଂପାଦକ
ବିଭିନ୍ନ ଜିଲ୍ଲା ଓକିଲ ସଂଘର ନିର୍ବାଚନ ଅନୁଷ୍ଠିତ
ଭୁବନେଶ୍ୱର: ଓଡ଼ିଶା ହାଇକୋର୍ଟ ସମେତ ରାଜ୍ୟର ବିଭିନ୍ନ ଜିଲ୍ଲା ଓକିଲ ସଂଘର ନିର୍ବାଚନ ଅନୁଷ୍ଠିତ ହୋଇ ଯାଇଛି। ଗୋପାଳ ଚନ୍ଦ୍ର ମହାନ୍ତି ଓଡ଼ିଶା ହାଇକୋର୍ଟର ସଭାପତି ହୋଇଥିବା ବେଳେ ସଂଜୟ କୁମାର ଦାସ ସଂପାଦକ ହୋଇଛନ୍ତି। ଆଇନଜୀବୀମାନେ ନିଜେ ଆଜି ସଂପୃକ୍ତ ଥିବା ଓକିଲ ସଂଘର ନିର୍ବାଚନରେ ବିଳମ୍ବିତ ସନ୍ଧ୍ୟା ପର୍ଯ୍ୟନ୍ତ ମତଦାନ କରିଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ଓଡ଼ିଶା ହାଇକୋର୍ଟ ଓକିଲ ସଂଘ
ସଭାପତି: ଗୋପାଳ ଚନ୍ଦ୍ର ମହାନ୍ତି
ଉପ-ସଭାପତି: ପୀୟୁଷ କୁମାର ମିଶ୍ର
ସଂପାଦକ: ସଂଜୟ କୁମାର ଦାସ
ଯୁଗ୍ମ ସଂପାଦକ: ଜଟେଶ୍ୱର ନାଏକ
ସହାୟକ ସଂପାଦକ: ପଦ୍ମାଳୟା ମହାପାତ୍ର
କ୍ରିମିନାଲସ୍ କୋର୍ଟ ଓକିଲ ସଂଘ
ସଭାପତି: କାମଦେବ କାନୁନଗୋ
ଉପ-ସଭାପତି: ସନ୍ତୋଷ କୁମାର ଲେଙ୍କା
ସଂପାଦକ: ସୁବାଷ ଚନ୍ଦ୍ର ମହାନ୍ତି
ଯୁଗ୍ମ ସଂପାଦକ: ବିଭୂତି ଭୂଷଣ ଶତପଥୀ
କୋଷାଧ୍ୟକ୍ଷ ଶିଶିର ରଂଜନ ବିଶ୍ୱାଳ
ସମ୍ବଲପୁର ଜିଲ୍ଲା ଓକିଲ ସଂଘ
ସଭାପତି: ବିଜିତେନ୍ଦ୍ର ପଧାନ (ବିଜୁ)
ଉପ-ସଭାପତି: ସୁରେନ୍ଦ୍ର କୁମାର ମହାନ୍ତି
ସଂପାଦକ: ପ୍ରବୀଣ କୁମାର ସିଂହଦେଓ
ସହାୟକ ସଂପାଦକ: ପ୍ରଦ୍ୟୁତ କୁମାର ଶର୍ମା (ଟିଟୁନ)
ମୟୂରଭଂଜ ଜିଲ୍ଲା ଓକିଲ ସଂଘ
ସଭାପତି: ଶାନ୍ତନୁ କୁମାର ଦାସ
ଉପ-ସଭାପତି: ଅଜୟ କୁମାର ସାମଲ
ସଂପାଦକ: ବସନ୍ତ କୁମାର ଭୋଳ
ଯୁଗ୍ମ ସଂପାଦକ: ଅଶୋକ କୁମାର ଭଂଜଦେଓ
କୋଷାଧ୍ୟକ୍ଷ: ଅରବିନ୍ଦ ସାହୁ
ସୁବର୍ଣ୍ଣପୁର ଜିଲ୍ଲା ଓକିଲ ସଂଘ
ସଭାପତି: ସର୍ବେଶ୍ୱର ପୁରୋହିତ
ସଂପାଦକ: ଗଦାଧର ନେଗୀ
ଗଂଜାମ ଜିଲ୍ଲା ଓକିଲ ସଂଘ
ସଭାପତି: ରବୀନ୍ଦ୍ର ନାଥ ପାଣିଗ୍ରାହୀ
ଉପ-ସଭାପତି: ଚିତ୍ତରଂଜନ ଶତପଥୀ
ସଂପାଦକ: କୈଳଶ ଚନ୍ଦ୍ର ପାଣିଗ୍ରାହୀ
ଯୁଗ୍ମ ସଂପାଦକ: କିରଣ କୁମାର ମଣ୍ଡଳ
ଭଂଜନଗର ଓକିଲ ସଂଘ
ସଭାପତି: ଅଭିମନ୍ୟୁ ଗୌଡ଼
ସଂପାଦକ: ଅଶୋକ କୁମାର ଜେନା
କନ୍ଧମାଳ ଜିଲ୍ଲା ଓକିଲ ସଂଘ
ସଭାପତି: ଅସୀମ କୁମାର ପ୍ରହରାଜ
ସଂପାଦକ: ମନୋଜ କୁମାର ପଟ୍ଟନାୟକ
ଜୟପୁର ଓକିଲ ସଂଘ
ସଭାପତି: ସରୋଜ କୁମାର ଦାସ
ଉପ-ସଭାପତି: ଶରତ କୁମାର ମାଝୀ
ସଂପାଦକ: ରବୀନ୍ଦ୍ର କୁମାର ପାତ୍ର
ଅନୁଗୁଳ ଜିଲ୍ଲା ଓକିଲ ସଂଘ
ସଭାପତି: ଜିତେନ୍ଦ୍ର ସାହୁ
ସଂପାଦକ: ହିମାଂଶୁ ସାମଲ
ଭଦ୍ରକ ଜିଲ୍ଲା ଓକିଲ ସଂଘ
ସଭାପତି: ଦିଲୀପ ମହାପାତ୍ର
ଉପ-ସଭାପତି: ଅରୁଣ ମିଶ୍ର
ସଂପାଦକ: ସୂର୍ଯ୍ୟକାନ୍ତ କହଁର