ବଲାଙ୍ଗୀର: ପୁଲିସ ସୂଚନାଦାତା ସନ୍ଦେହରେ ଜଣକୁ ହତ୍ୟା କଲେ ମାଓବାଦୀ

ବଲାଙ୍ଗୀର: ରବିବାର ରାତିରେ ଲାଠୋର ଥାନା ଅନ୍ତର୍ଗତ ଖୁରିପାଣି ଗ୍ରାମ ନିକଟରେ ମାଓବାଦୀମାନେ ଜଣେ ଗ୍ରାମବାସୀଙ୍କୁ ହତ୍ୟା କରିଛନ୍ତି।

ମୃତ ବ୍ୟକ୍ତିଜଣକ ହେଉଛନ୍ତି ଖୁରିପାଣି ଗ୍ରାମର ତ୍ରିଲୋଚନ ତାରିଆ। ପୁଲିସ ସୂଚନାଦାତା ସନ୍ଦେହରେ ମାଓବାଦୀମାନେ ତାଙ୍କୁ ରାତି ପ୍ରାୟ ୯: ୩୦ରେ ହତ୍ୟାକରିଥିଲେ। ହତ୍ୟାକାଣ୍ଡ ପରେ ମାଓବାଦୀମାନେ ଘଟଣାସ୍ଥଳରେ କେତୋଟି ଲିଫ୍‌ଲେଟ୍‌ ଛାଡ଼ି ଯାଇଛନ୍ତି।

ସମ୍ବନ୍ଧିତ ଖବର