ହୀରାକୁଦ ଜଳସ୍ତର ୬୨୯.୩୩ ଫୁଟ

ସମ୍ବଲପୁର : ଶନିିବାର ରାତି ୯ଟା ସୁଦ୍ଧା ହୀରାକୁଦ ନଦୀବନ୍ଧରେ ଜଳସ୍ତର ୬୨୯.୩୩ ଫୁଟ ରହିଛ। ଜଳଭଣ୍ତାର ମଧ୍ୟକୁ ସେକେଣ୍ତ ପ୍ରତି ୧୧ ହଜାର ୬୩୬ କ୍ୟୁସେକ ପାଣି ପ୍ରବେଶ କରୁଥିଲା ବେଳେ ବିଭିନ୍ନ ବାଟ ଦେଇ ୧୫ ହଜାର ୯୭୨ କ୍ୟୁସେକ ପାଣି ନିଷ୍କାସିତ ହେଉଥିଲାୟ ଗତ ୨୪ ଘଣ୍ଟା ମଧ୍ୟରେ ହୀରାକୁଦର ଉଭୟ ମୁଣ୍ତରେ ଆଦୌ ବର୍ଷା ହୋଇନଥିବା ହୀରାକୁଦ ବନ୍ଧ ନିୟନ୍ତ୍ରଣ କକ୍ଷ ସୂତ୍ରରୁ ଜଣାପଡ଼ିଛି।

ସମ୍ବନ୍ଧିତ ଖବର