କରୋନାର ମୁକାବିଲା ପାଇଁ ସମ୍ବଲପୁରରେ ଖାଦ୍ୟ ସାମଗ୍ରୀର ହୋମ୍ ଡେଲିଭରି ବ୍ୟବସ୍ଥା

ସମ୍ବଲପୁର: କରୋନାର ମୁକାବିଲା ପାଇଁ ସମ୍ବଲପୁର ଜିଲ୍ଲା ପ୍ରଶାସନ ପୌର ପ୍ରଶାସନର ସହଯୋଗରେ ସମ୍ବଲପୁର ମହାନଗର ଅଞ୍ଚଳରେ ଜନଗହଳିକୁ କମ୍ କରିବା, ବଜାର ଉପରେ ନିୟନ୍ତ୍ରଣ ଆଦି କାର୍ଯ୍ୟ କରିବା ସହିତ ଅନ୍ୟାନ୍ୟ ମୌଳିକ କାର୍ଯ୍ୟ କ୍ଷେତ୍ରରେ ସାଧାରଣ ଲୋକେ ଯେପରି ଅସୁବିଧା ନ ଭୋଗନ୍ତି, ସେ ଦିଗରେ ପଦକ୍ଷେପ ନେଉଛନ୍ତି। ବର୍ତ୍ତମାନର ପରିସ୍ଥିତିରେ ଜନସାଧାରଣଙ୍କ ସୁବିଧା ନିମନ୍ତେ ଘର ଘରମାନଙ୍କରେ ସେବା( ହୋମ୍ ଡେଲିଭରି) ଯୋଗାଇଦେବା ପାଇଁ ସମ୍ବଲପୁର ମହାନଗର ନିଗମ ତରଫରୁ ପଦକ୍ଷେପ ନିଆଯାଇଛି।

List of Grocery Stores
List of Grocery Stores
List of Grocery Stores

ସମ୍ବଲପୁର ମହାନଗରରେ ଥିବା ୭୯ଟି ଦୋକାନର ତାଲିକା , ଠିକଣା ଏବଂ ଫୋନ୍ ନମ୍ବର ଏଥିରେ ଦିଆଯାଇଛି। ତାହା ନିମ୍ନରେ ପ୍ରଦାନ କରାଗଲା।

ସମ୍ବନ୍ଧିତ ଖବର