ରାଜସ୍ବ ମନ୍ତ୍ରୀ ସୁଦାମ ମାର୍ଣ୍ଡି କରୋନା ଆକ୍ରାନ୍ତ, ଫେସବୁକରେ ଦେଲେ ସୂଚନା

ବାରିପଦା: ରାଜସ୍ବ ମନ୍ତ୍ରୀ ସୁଦାମ ମାର୍ଣ୍ଡି ଆଜି କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଏନେଇ ଶ୍ରୀ ମାର୍ଣ୍ଡି ନିଜ ଫେସବୁକ୍ ପେଜରେ ଏହି ସୂଚନା ଦେଇଛନ୍ତି। ଏବେ ସେ ହୋମ୍ ଆଇସୋଲେସରେ ଥିବା ପ୍ରକାଶ କରିଛନ୍ତି। ତେଣୁ ଗତ କିଛିଦିନ ମଧ୍ୟରେ ତାଙ୍କ ସହିତ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତି ବିଶେଷ ନିଜର କରୋନା ପରୀକ୍ଷା କରେଇନେବା ସହିତ ହୋମ୍ ଆଇସୋଲେସନରେ ରହିବାକୁ ମନ୍ତ୍ରୀ ସୁଦାମ ପରାମର୍ଶ ଦେଇଛନ୍ତି।

ସମ୍ବନ୍ଧିତ ଖବର