ଭିଜିଲାନ୍ସ ଜାଲରେ ବରଗଡ଼ ଜିଲ୍ଲା ଯୋଗାଣ ଅଧିକାରୀଙ୍କ କାର୍ଯ୍ୟାଳୟର ହିସାବ ରକ୍ଷକ

ବରଗଡ଼: ଭିଜିଲାନ୍ସ ଜାଲରେ ବରଗଡ଼ ଜିଲ୍ଲା ଯୋଗାଣ ଅଧିକାରୀଙ୍କ କାର୍ଯ୍ୟାଳୟର ହିସାବ ରକ୍ଷକ କମ୍ବୁପାଣି  ମିଶ୍ର। ଆୟବର୍ହିଭୂତ ସଂପତ୍ତି ଠୁଳ ଅଭିଯୋଗରେ କମ୍ବୁପାଣିଙ୍କ ବରଗଡ଼ ଘର, ବଲାଙ୍ଗୀର ଘର, ସୋନପୁର ଭଡ଼ାଘର ଏବଂ ବରଗଡ଼ କାର୍ଯ୍ୟାଳୟରେ ଚଢଉ ଜାରି ରଖିଛି ଭିଜିଲାନ୍ସ ବିଭାଗ। ସମ୍ୱଲପୁର, ବଲାଙ୍ଗୀର, ବରଗଡ଼ ଏବଂ ସୋନପୁର ଭିଜିଲାନସ ଟିମ ଚଢଉରେ ସାମିଲ ହୋଇଛନ୍ତି।

ହିସାବ ରକ୍ଷକଙ୍କର ସ୍ଥାବର ଓ ଅସ୍ଥାବର ସଂପତ୍ତିର ଆକଳନ କରୁଛି ଭିଜିଲାନସ ବିଭାଗ ବୋଲି ଡିଏସପି ଦାସରଥି ସେଠୀ ସୂଚନା ଦେଇଛନ୍ତି।

 

ସମ୍ବନ୍ଧିତ ଖବର