ସେଲ୍‌କୁ ସିଏଜିଙ୍କ ସମାଲୋଚନା

ନୂଆଦିଲ୍ଲୀ: ଦେଶର ସରକାରୀ ଇସ୍ପାତ ଉତ୍ପାଦନକାରୀ ସେଲ୍‌ (ଭାରତୀୟ ଇସ୍ପାତ କର୍ତୃପକ୍ଷ ଲିମିଟେଡ)କୁ ଭାରତର ମହାଲେଖା ନିୟନ୍ତ୍ରକ ଓ ମହା ସମୀକ୍ଷକ (ସିଏଜି) କଡ଼ା ସମାଲୋଚନା କରିଛନ୍ତି। ନିଜସ୍ୱ ବ୍ୟବହାର ପାଇଁ ୩ଟି କୋଇଲା ଖଣି ଥିବା ସତ୍ତ୍ୱେ ସେଲ୍‌ କୋଇଲା ଆମଦାନି ଉପରେ ଅତ୍ୟଧିକ ନିର୍ଭରଶୀଳ ରହୁଥିବାରୁ ସିଏଜି ଏହି ସମାଲୋଚନା କରିଛନ୍ତି। ଗୋଟିଏ ବର୍ଷରେ ସେଲ୍‌ ପ୍ରାୟ ୧୫ ନିୟୁତ ଟନ୍‌ କୋଇଲା ଆବଶ୍ୟକ କରିଥାଏ।

ସମ୍ବନ୍ଧିତ ଖବର