ଅନୁସନ୍ଧାନ କରୁଥିବା ବର୍ଗ

ବରଗଡ଼

ଧନୁଯାତ୍ରା ପ୍ରସ୍ତୁତି ସାଂସ୍କୃତିକ ଶୋଭାଯାତ୍ରାରେ ସାମିଲ ହେବେ ୨୨ଟି ଦଳ

ବରଗଡ଼ : ଧନୁଯାତ୍ରାର ପ୍ରଚାରପ୍ରସାର କମିଟିର ବୈଠକ ଅନୁଷ୍ଠିତ ହୋଇଯାଇଛି। କମିଟିର ଆବାହକ ଡିଆଇପିଆର୍‌ଓ କଲ୍ୟାଣୀ ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ବିଭିନ୍ନ ନିଷ୍ପତ୍ତି ହୋଇଛି। ଡିସେମ୍ବର ୨୭ ତାରିଖ ଉଦ୍‌ଘାଟନୀ ସଂଧ୍ୟା ପୂର୍ବରୁ ସାଂସ୍କୃତିକ ଶୋଭାଯାତ୍ରାରେ ବିଭିନ୍ନ…
ଅଧିକ ଖବର ଦେଖନ୍ତୁ...

ବରପାଲି କୃଷ୍ଣଚନ୍ଦ୍ର ମେହେର ଦୋକାନରେ ଜିଏସ୍‌ଟି ଚଢ଼ଉ

ବରପାଲି : ବରପାଲିଠାରେ ଥିବା ପ୍ରତିଷ୍ଠିତ ଶ୍ରୀକୃଷ୍ଣ ଶାଢ଼ି କେନ୍ଦ୍ର, ଶ୍ରୀକୃଷ୍ଣ ବସ୍ତ୍ରାଳୟ, ଶ୍ରୀକୃଷ୍ଣ ଗାର୍ମେଣ୍ଟ, ଶ୍ରୀକୃଷ୍ଣ ସେଣ୍ଟର ଓ ଏମାନଙ୍କ ମାଲିକଙ୍କ ଘରେ ସିଟି ଏବଂ ଜିଏସ୍‌ଟି ବିଭାଗ ପକ୍ଷରୁ ଚଢ଼ଉ ଜାରି ରହିଛି। ଏଥିରେ ବରଗଡ଼ ଆୟକର ବିଭାଗର ଡେପୁଟି କମିସନର ରଜନୀକାନ୍ତ…
ଅଧିକ ଖବର ଦେଖନ୍ତୁ...

ବରପାଲିରେ ପ୍ରତିଷ୍ଠିତ ବ୍ୟବସାୟୀଙ୍କ ଘର ଓ ଦୋକାନରେ ଚଢ଼ଉ

ବରଗଡ଼: ବରପାଲି ଠାରେ ପ୍ରତିଷ୍ଠିତ ଶ୍ରୀକୃଷ୍ଣ ଶାଢ଼ୀ କେନ୍ଦ୍ର, ଶ୍ରୀକୃଷ୍ଣ ବସ୍ତ୍ରାଳୟ, ଶ୍ରୀକୃଷ୍ଣ ଗାର୍ମେଣ୍ଟ, ଶ୍ରୀକୃଷ୍ଣ ସେଣ୍ଟର ଓ ଏମାନଙ୍କ ମାଲିକଙ୍କ ଘରେ ସିଟି ଏବଂ ଜିଏସଟି ବିଭାଗ ବରଗଡ଼, ସମ୍ବଲପୁର, ଝାରସୁଗୁଡାର ୨୫ଜଣ ବିଭାଗୀୟ ଅଧିକାରୀ ସହ ୨୫ଜଣ ପୁଲିସର ଉପସ୍ଥିତିରେ ତଦନ୍ତ…
ଅଧିକ ଖବର ଦେଖନ୍ତୁ...

ଧାନକିଣା ବାଟବଣା: ପଦ୍ମପୁର ଉପଖଣ୍ଡରେ ପଡ଼ିଛି ୬.୨୬ ଲକ୍ଷ ପ୍ୟାକେଟ୍   

ପଦ୍ମପୁର: ପ୍ରଥମେ ଡିସେମ୍ବର ମାସ ୫ତାରିଖରୁ ଧାନ କିଣିବାକୁ ପ୍ରଶାସନ ଘୋଷଣା କରିଥିଲା। କିନ୍ତୁ କାଳେ ପଦ୍ମପୁର ଉପନିର୍ବାଚନ ବେଳେ ଚାଷୀମାନେ ତାତିବେ, ତେଣୁ  ନଭେମ୍ବର ୨୧ ତାରିଖରେ ମଣ୍ଡି ଖୋଲାଗଲା।  ଖରିଫ ଧାନ କିଣାବିକା ସୁରୁଖୁରୁରେ ହେବ। ଚାଷୀ ହଇରାଣ ହେବେନି। ମିଲର୍ସଙ୍କ ମନମାନୀ…
ଅଧିକ ଖବର ଦେଖନ୍ତୁ...

ମହଙ୍ଗା ପଡ଼ିଲା କୋଳାକୋଳି: ଭାରପ୍ରାପ୍ତ ବିଇଓ ନିଲମ୍ବିତ 

ବରଗଡ଼/ପଦ୍ମପୁର: ରାଜନେତାଙ୍କ ସହ କୋ‌ଳାକୋଳି ହୋଇ ଫଟୋ ସେୟାର୍‌ କରିବା ମହଂଗା ପଡ଼ିଛି। ତାହା ପୁଣି ପଦ୍ମପୁର ଉପନିର୍ବାଚନ ବେଳେ। ନିର୍ବାଚନ ଆଚରଣବିଧି ଉଲଂଘନ ଅଭିଯୋଗରେ ପଦ୍ମପୁର ବ୍ଲକ୍‌ର ଭାରପ୍ରାପ୍ତ ବିଇଓ କାଳୀଚରଣ ଦୁବେଙ୍କୁ ନିଲମ୍ବନ କରାଯାଇଛି। ଉପନିର୍ବାଚନ ସମୟରେ ଶ୍ରୀ ଦୁବେ…
ଅଧିକ ଖବର ଦେଖନ୍ତୁ...

ବରଗଡ଼ ଧନୁଯାତ୍ରା: କିଷନ ବର୍ତ୍ତିଆ ହେବେ ବଳରାମ

ବରଗଡ଼: ବିଶ୍ବ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ମହୋତ୍ସବରେ ବଳରାମ ଭୂମିକା‌େର କିଷନ ବିର୍ତ୍ତିଆ ଅଭିନୟ କରିବେ। ଗୋପପୁର ସାଜୁଥିବା ଅମ୍ବାପାଲି ଗ୍ରାମରେ ଆଜି ସଂଧ୍ୟାରେ ଅନୁଷ୍ଠିତ ବୈଠକରେ କିଷନଙ୍କ ନାମ ଘୋଷଣା କରାଯାଇଛି। ଧନୁଯାତ୍ରାରେ ବଳରାମ ଭୂମିକାରେ ଅଭିନୟ ପାଇଁ ପୂର୍ବରୁ ବାଳ କଳାକାର…
ଅଧିକ ଖବର ଦେଖନ୍ତୁ...

ବିଧାୟିକା ଭାବେ ଶପଥ ଗ୍ରହଣ କଲେ ବର୍ଷା ସିଂ ବରିହା

ଭୁବନେଶ୍ବର: ପଦ୍ମପୁର ଉପନିର୍ବାଚନରେ ବିଜୟ ହାସଲ କରିବା ପରେ ବର୍ଷା ସିଂ ବରିହା ଆଜି ଶପଥ ଗ୍ରହଣ କରିଛନ୍ତି। ବିଧାୟିକା ଭାବେ ବିଧାନସଭାରେ ତାଙ୍କୁ ବାଚସ୍ପତି ବିକ୍ରମ କେଶରୀ ଆରୁଖ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ଏହି ସମୟରେ ସରକାରୀ ଦଳର ମୁଖ୍ୟ ସଚେତକ ପ୍ରଶାନ୍ତ…
ଅଧିକ ଖବର ଦେଖନ୍ତୁ...

ସୀମାନ୍ତରେ ଲଘୁଖଣି ଖୋଲା ଚୋରି

ବରଗଡ଼: ବରଗଡ଼ ଜିଲ୍ଲାରେ ଛତିଶଗଡ଼ି ମାଫିଆଙ୍କ ଉତ୍ପାତ ଦିନକୁ ଦିନ ବଢ଼ି ଚାଲିଛି। ବିନା ଅବାଧରେ ବେଆଇନ ବାଲି, ଖଣି ପଥର ଚାଲାଣ ଚାଲିଛି। ଜିଲ୍ଲାର ଭଟଲି, ଅମ୍ବାଭୋନା, ପଦ୍ମପୁର, ଝାରବନ୍ଧ ଏବଂ ପାଇକମାଳ ଅଂଚଳରୁ ବ୍ୟାପକ ଲଘୁଖଣି ଛତିଶଗଡ଼କୁ ପ୍ରତିଦିନ ବିଭିନ୍ନ ବାଟ ଦେଇ ଚାଲାଣ ହେଉଥିବା…
ଅଧିକ ଖବର ଦେଖନ୍ତୁ...

ଭିଜୁଛି ଧାନ, ଚିନ୍ତାରେ ଚାଷୀ

ବରଗଡ଼ : ଦୁଇ ଦିନ ‌ହେଲା କୋହଲା ପାଗ ଏବଂ ସାମାନ୍ୟ ବର୍ଷା ବରଗଡ଼ ଜିଲ୍ଲାରେ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟାକୁ ଆହୁରି ଚିନ୍ତାଜନକ କରିଦେଇଛି। କିଛି ଦିନ ବର୍ଷା ଛିଞ୍ଚିବ ବୋଲି ପାଣିପାଗ ପୂର୍ବାନୁମାନ ଥିଲା। ଚାଷୀ ନିଜ ଧାନକୁ ସୁରକ୍ଷିତ ରଖିବା ପାଇଁ ଆପ୍ରାଣ ଉଦ୍ୟମ କରୁଛି। ତଥାପି…
ଅଧିକ ଖବର ଦେଖନ୍ତୁ...

ପଦ୍ମପୁର ଉପନିର୍ବାଚନ: ୨୭୩ରେ ବିଜେଡି ଓ ୪୪ଟି ବୁଥ୍‌ରେ ବିଜେପି ବିଜୟୀ

ପାଇକମାଳ: ପଦ୍ମପୁର ଉପନିର୍ବାଚନରେ ୮ ତାରିଖ ଭୋଟ ଗଣତି ପରେ ୨୭୩ଟି ବୁଥ୍‌ରେ ବିଜେଡି ପ୍ରାର୍ଥିନୀ ଓ ୪୪ଟି ବୁଥରେ ବିଜେପି ପ୍ରାର୍ଥୀ ବିଜୟୀ ହୋଇଥିଲେ। ଝାରବନ୍ଧ ୩ ନମ୍ବର ବୁଥ୍‌ ଓ ପଦ୍ମପୁର ୨୭୮ ନମ୍ବର ବୁଥ୍‌ରେ ଭୋଟ ହୋଇନାହିଁ। ଝାରବନ୍ଧ ବ୍ଲକ୍‌ରେ ମୋଟ ୭୦ଟି ବୁଥ୍‌ ଥିବା ବେ‌ଳେ ୧୪ଟି…
ଅଧିକ ଖବର ଦେଖନ୍ତୁ...