ଅନୁସନ୍ଧାନ କରୁଥିବା ବର୍ଗ

ଗଞ୍ଜାମ

ବ୍ରହ୍ମପୁରରେ ରାଜବାହାଦୂର ରାମଚନ୍ଦ୍ର ମର୍ଦ୍ଦରାଜ ମହୋତ୍ସବ

ବ୍ରହ୍ମପୁର: ‘ଓଡ଼ିଆ ଜାତିର ସ୍ବାଭିମାନ ପାଇଁ ଲଢ଼େଇ କରିବା ଏବଂ ଶିକ୍ଷାର ବିକାଶ ପାଇଁ ବିଭିନ୍ନ ଶିକ୍ଷାନୁଷ୍ଠାନ ଗଢ଼ିବାରେ ଖଲ୍ଲିକୋଟ ରାଜପରିବାରର ଅବଦାନ ଅତୁଳନୀୟ। ଗଞ୍ଜାମ ଜିଲ୍ଲାରେ ଶିକ୍ଷା ଓ କୃଷିର ବିକାଶ ଦିଗରେ ବି ମର୍ଦ୍ଦରାଜ ପରିବାରର ଅବଦାନ ରହିଛି’ ବୋଲି ‘କିସ୍‌’…
ଅଧିକ ଖବର ଦେଖନ୍ତୁ...

ଜଗନ୍ନାଥପ୍ରସାଦ ଥାନାରେ ଅଭି‌‌ଯୋଗକାରୀଙ୍କୁ ଆତିଥେୟତା ଚର୍ଚ୍ଚାରେ

ଜଗନ୍ନାଥପ୍ରସାଦ: ପୁଲିସ ଓ ଜନସାଧାରଣଙ୍କ ମଧ୍ୟରେ ସୌହାର୍ଦ୍ଦ୍ୟପୂର୍ଣ୍ଣ ସଂପର୍କ ଏକ ସୁସ୍ଥ ସମାଜ ଗଠନରେ ସହାୟକ ହୋଇଥାଏ। ଏଥିପାଇଁ ସରକାର ପ୍ରତି ଥାନାରେ ଆମ ପୁଲିସ ସମିତି ଗଠନ କରିବା ସହ ପୁଲିସ ପ୍ରତି ଜନସାଧାରଣଙ୍କ ରହିଥିବା ଭ୍ରାନ୍ତ ଧାରଣା ଓ ଭୟ ଯେମିତି ମନରୁ ଦୂର ହେବ, ଏଥିପାଇଁ…
ଅଧିକ ଖବର ଦେଖନ୍ତୁ...

ପିକଅପ ଭ୍ୟାନ୍ ଧକ୍କାରେ ସ୍କୁଟି ଚାଳକଙ୍କ ମୃତ୍ୟୁ, ନିଶାସକ୍ତ ଅବସ୍ଥାରେ ଗାଡ଼ି ଚଳାଉଥିଲେ ଡ୍ରାଇଭର୍

ଵ୍ରହ୍ମପୁର: ହରିଡାଖଣ୍ଡି ପେଟ୍ରୋଲ ପମ୍ପ ଛକରେ ପିକଅପ ଭ୍ୟାନ୍ ଧକ୍କାରେ ଜଣେ ସ୍କୁଟି ଚାଳକଙ୍କ ମୃତ୍ୟୁ ଘଟିଥିବାର ସୂଚନା ମିଳିଛି। ନିଶାସକ୍ତ ଅବସ୍ଥାରେ ପିକଅପ୍ ଭ୍ୟାନ୍ ଚାଳକ ଗାଡ଼ି ଚଳାଉଥିବା ବେଳେ  ସ୍କୁଟି ଚାଳକଙ୍କୁ ଧକ୍କା ଦେଇଥିଲା।  ଏହି ବେପରୁଆ ଗାଡ଼ି ଚାଳନା ନେଇଯାଇଥିଲା ସ୍କୁଟି…
ଅଧିକ ଖବର ଦେଖନ୍ତୁ...

ଏବେଠୁ ପ୍ରବାସୀ ଓଡ଼ିଆ ଭୋଟ୍‌ ଚିନ୍ତା: ବିଜେଡି-ବିଜେପି କସରତ

ବ୍ରହ୍ମପୁର : ୨୦୨୪ ମସିହା ନିର୍ବାଚନ ପୂର୍ବରୁ ସୁରତର ପ୍ରବାସୀ ଓଡ଼ିଆଙ୍କ ଭୋଟ୍‌ ହାତେଇବା ପାଇଁ ଏବେଠୁ କସରତ ଆରମ୍ଭ କରିଦେଲେ ଦୁଇ ପ୍ରମୁଖ ଦଳ ବିଜେଡି ଓ ବିଜେପି। ସୁରତରେ କେବଳ ଗଞ୍ଜାମ ଜିଲ୍ଲାରୁ ୩ ଲକ୍ଷରୁ ଊର୍ଦ୍ଧ୍ବ ଓଡ଼ିଆ ଭୋଟର୍‌ ରହିଛନ୍ତି। ଏହି ଭୋଟର୍‌ଙ୍କୁ ନିଜ ଆଡ଼କୁ…
ଅଧିକ ଖବର ଦେଖନ୍ତୁ...

ସାଇବର୍‌ ଠକଙ୍କ ନୂଆ ତରିକା: ବିଦେଶୀ ମୁଦ୍ରା ଦେଖାଇ ଠକିନେଲେ ୪.୮୨ଲକ୍ଷ

ବ୍ରହ୍ମପୁର : ପ୍ରଥମେ ଅଜଣା ନମ୍ବରରୁ ଫୋନ୍‌, ଏହାପରେ ଇନ୍‌ଷ୍ଟାଗ୍ରାମ୍‌ରେ ଭାବର ଆଦାନପ୍ରଦାନ। ଏହିଭଳି ବିଶ୍ବାସ ଜନ୍ମାଇ ବିଦେଶୀ ମୁଦ୍ରା ପାର୍ସଲ ପଠାଇବା ବାହାନାରେ ଜଣେ ମହିଳାଙ୍କଠାରୁ ସାଇବର ଠକ ୪ଲକ୍ଷ ୮୨ହଜାର ଟଙ୍କା ଲୁଟି ନେଇଛନ୍ତି। ଏ ସମ୍ପର୍କରେ ସମ୍ପୃକ୍ତ ମହିଳା ସାଇବର ଓ…
ଅଧିକ ଖବର ଦେଖନ୍ତୁ...

ଏମ୍‌କେସିଜି‌ରେ ‌ରୋଗୀଙ୍କୁ ଦୁର୍ବ୍ୟବହାର, ଘରୋଇ ହସ୍ପିଟାଲ୍‌ ଯିବାକୁ ବାଧ୍ୟ ହେଉଛନ୍ତି

ବ୍ରହ୍ମପୁର : ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଦକ୍ଷିଣ ଓଡ଼ିଶାବାସୀଙ୍କ ଆଶା ଓ ଭରସା ବ୍ରହ୍ମପୁର ଏମ୍‌କେସିଜି ବଡ଼ ଡାକ୍ତରଖାନା। ଚିକିତ୍ସା ପାଇଁ କାହିଁ କେତେ ଦୂରଦୁରାନ୍ତରୁ ରୋଗୀ ଏଠାକୁ ଆସୁଛନ୍ତି। କିନ୍ତୁ, ଏଠାକୁ ଆସିବା ପରେ ରୋଗୀଙ୍କୁ ଚିକିତ୍ସା ବଦଳରେ ଦୁର୍ବ୍ୟବହାରର ସମ୍ମୁଖୀନ ହେବାକୁ…
ଅଧିକ ଖବର ଦେଖନ୍ତୁ...

ମିଲର୍‌ଙ୍କ କଟ୍‌ନିଛଟ୍‌ନି ନୀତି, ପ୍ରଶାସନକୁ ଫେରାଦ ହେଲେ ଚାଷୀ

ଚିକିଟି : ଗଞ୍ଜାମ ଜିଲ୍ଲାରେ ଗତ ୧୬ ତାରିଖରୁ ଧାନମଣ୍ଡି ଖୋଲାଯାଇଥିଲେ ହେଁ, ଏଯାଏ ଧାନକିଣା ତ୍ବରାନ୍ବିତ ହୋଇପାରୁନି। ଏଭଳି ପରିସ୍ଥିତିରେ ମିଲର୍‌ମାନଙ୍କ କଟ୍‌ନିଛଟ୍‌ନି ନୀତିରେ ଚାଷୀ ଅତିଷ୍ଠ ହୋଇସାରିଛନ୍ତି। ଯାହାର ଜ୍ବଳନ୍ତ ଉଦାହରଣ ଦେଖିବାକୁ ମିଳିଛି, ଚିକିଟି ବ୍ଲକ୍…
ଅଧିକ ଖବର ଦେଖନ୍ତୁ...

ଭଞ୍ଜନଗର ଉତ୍ତର ଓ ଦକ୍ଷିଣ ଘୁମୁସର ବନଖଣ୍ଡରେ ପକ୍ଷୀ ଗଣନା

ଭଞ୍ଜନଗର: ଗଞ୍ଜାମ ଜିଲ୍ଲା ଉତ୍ତର ଓ ଦକ୍ଷିଣ ଘୁମୁସର ବନଖଣ୍ଡରେ ଆଜି ପକ୍ଷୀ ଗଣନା କରାଯାଇଛି। ଏହି ଦୁଇ ବନଖଣ୍ଡର ୧୦ଟି ବନାଞ୍ଚଳର ରହିଥିବା ବିଭିନ୍ନ ଜଳାଶୟ ସ୍ଥାନରେ ବନ କର୍ମଚାରୀମାନ‌େ ପକ୍ଷୀ ଗଣନା କରିଛନ୍ତି। ଆଜି ଭୋର୍ ସମୟରୁ ପକ୍ଷୀ ଗଣନା ଆରମ୍ଭ ହୋଇ ମଧ୍ୟାହ୍ନ ସମୟରେ ଶେଷ…
ଅଧିକ ଖବର ଦେଖନ୍ତୁ...

ମୁରବିବିହୀନ ଗଞ୍ଜାମର ଏକମାତ୍ର ଗୋ-ପ୍ରଜନନ, ବୃଷଭ ଜନନୀ ଫାର୍ମ

ଭଞ୍ଜନଗର : ଉନ୍ନତମାନର ଘୁମୁସରୀ ଗାଈ ବଂଶବୃଦ୍ଧି, ବାଛୁରୀ ଜନ୍ମ କରାଇବା ଏବଂ ଷଣ୍ଢ ସଂଗ୍ରହ ପାଇଁ ଭଞ୍ଜନଗରରେ ଗଞ୍ଜାମ ଜିଲ୍ଲାର ଏକମାତ୍ର ଗୋ-ପ୍ରଜନନ ଓ ବୃଷଭ ଜନନୀ ଫାର୍ମ ରହିଛି। କୃତ୍ରିମ ପ୍ରଜନନ ମାଧ୍ୟମରେ ଦେଶୀପ୍ରଜାତିର ଗାଈଙ୍କଠୁ ବାଛୁରୀ ପ୍ରସ୍ତୁତ କରିବା ଏବଂ କଟକ ସ୍ଥିତ…
ଅଧିକ ଖବର ଦେଖନ୍ତୁ...

ଦିବ୍ୟାଙ୍ଗ ଯୁବତୀଙ୍କୁ ଲୁଟ୍ ପରେ ହତ୍ୟା, ନିଖୋଜର ଦିନେ ପରେ ବିବସ୍ତ୍ର ଶବ ଉଦ୍ଧାର

ଦିଗପହଣ୍ଡି/ଚିକିଟି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ୍ ଓ ‌କେ.ନୂଆଗାଁ ଥାନା ଅଧୀନ ଚୌଧୁରୀଟିକରପଡ଼ା ଗ୍ରାମର ଜଣେ ଦିବ୍ୟାଙ୍ଗ ଯୁବତୀଙ୍କୁ ବୀଭତ୍ସ ହତ୍ୟା ଘଟଣା ଆଲୋଡ଼ନ ସୃଷ୍ଟି କରିଛି। ମୃତକଜଣକ ହେଲେ, ଉକ୍ତ ଗ୍ରାମର ବାସୁ ସାହୁଙ୍କ ଝିଅ ବିଷ୍ଣୁପ୍ରିୟା (୩୧)। ବିଷ୍ଣୁପ୍ରିୟା ଗତ ୮…
ଅଧିକ ଖବର ଦେଖନ୍ତୁ...