ଅନୁସନ୍ଧାନ କରୁଥିବା ବର୍ଗ

ଯାଜପୁର

ପଞ୍ଚଭୂତରେ ଲୀନ ହେଲା ପୂର୍ବତନ ସାଂସଦ ଅନାଦି ଦାସଙ୍କ ପାର୍ଥିବ ଶରୀର

ଦଶରଥପୁର: ବର୍ଷୀୟାନ ଗାନ୍ଧୀବାଦୀ, ସର୍ବୋଦୟ ନେତା ତଥା ଯାଜପୁରର ପୂର୍ବତନ ସାଂସଦ ଅନାଦି ଚରଣ ଦାସଙ୍କର ଆଜି ଶେଷକୃତ୍ୟ କରାଯାଇଛି। ଗତକାଲି ବିଳମ୍ବିତ ରାତ୍ରିରେ ତାଙ୍କ ପାର୍ଥିବ ଶରୀରକୁ ଭୁବନେଶ୍ୱରରୁ ଏକ ସ୍ୱତନ୍ତ୍ର ଆମ୍ବୁଲାନ୍ସରେ ଜନ୍ମମାଟି ଦଶରଥପୁର ବ୍ଲକ୍‌ ଖଣ୍ଡରା ପଞ୍ଚାୟତ…
ଅଧିକ ଖବର ଦେଖନ୍ତୁ...

ଜେଲ୍‌ରେ ସୂଚନା ଅଧିକାର କର୍ମୀଙ୍କୁ ଭେଟିଲେ ରାଜ୍ୟ ବିଜେପି ସଭାପତି

ରଗଡ଼ି: ଧର୍ମଶାଳା ଅଞ୍ଚଳର ସୂଚନା ଅଧିକାର କର୍ମୀ ସର୍ବେଶ୍ବର ବେହୁରାଙ୍କୁ ଆଜି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ରଗଡ଼ି ଜେଲ୍‌ରେ ଭେଟିଛନ୍ତି। ଗତ ଦୁଇଦିନ ତଳେ ବେଆଇନ୍‌ ଭାବେ ମାଟି ଉତ୍ତୋଳନ ଅଭିଯୋଗରେ ଧର୍ମଶାଳା ପୁଲିସ ଶ୍ରୀ ବେହୁରାଙ୍କୁ ଗିରଫ କରିଥିଲା। ଧର୍ମଶାଳା ତହସିଲଦାରଙ୍କ…
ଅଧିକ ଖବର ଦେଖନ୍ତୁ...

ଛାତରୁ ଖସିପଡ଼ି ଯୁବକ ମୃତ

କଣ୍ଟିଗଡିଆ: ଛାତରୁ ଗଳିପଡ଼ି ଧର୍ମଶାଳା ବ୍ଲକ୍‌ ପଟୁଣିଆ ପଞ୍ଚାୟତ ହାମଜାପୁର ଗ୍ରାମର ତପନ ଦାସଙ୍କ ପୁଅ ତାପସ ଦାସ(୨୬)ଙ୍କ ମୃତ୍ୟୁ ​ହୋଇଛି। କିଛି ଦିନ ତଳେ ଛାତ ଉପରେ ରାତିରେ ଶୋଇଥିବା ବେଳେ କୌଣସି କାରଣରୁ ସେ ତଳକୁ ଖସି ପଡ଼ିଥିଲେ। ପରିବାର ଲୋକେ ତାପସଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର…
ଅଧିକ ଖବର ଦେଖନ୍ତୁ...

ପୂର୍ବତନ ସାଂସଦ ଅନାଦି ଦାସଙ୍କ ପରଲୋକ

ଦଶରଥପୁର : ଯାଜପୁରର ପୂର୍ବତନ ସାଂସଦ ଅନାଦି ଚରଣ ଦାସ(୯୨)ଙ୍କର ଶୁକ୍ରବାର ଦିନ ପରଲୋକ ହୋଇଯାଇଛି। ସେ କିଛିଦିନ ହେବ ଅସୁସ୍ଥ ହୋଇ ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ। ଶୁକ୍ରବାର ଅପରାହ୍ନ ୫.୨୦ରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ତାଙ୍କ ମୃତ୍ୟୁରେ ବିଭିନ୍ନ…
ଅଧିକ ଖବର ଦେଖନ୍ତୁ...

ଅଂଶୁଘାତରେ ନାବାଳକ ମୃତ!

କାଳିଆପାଣି: ସୁକିନ୍ଦା ଥାନା ଅତ୍ତା ଗାଁର ସିଙ୍ଗାସାହି ବସ୍ତିରେ ଜଣେ ନାବାଳକର ଅଂଶୁଘାତରେ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ମୃତ ନାବାଳକ ପୀତବାସ ମଲିକ ଓ ସଂଯୁକ୍ତାଙ୍କ ଏକମାତ୍ର ପୁତ୍ର ପ୍ରମୋଦ ମଲିକ(୧୬)। ଗତକାଲି ଦିନ ବେଳା ସ୍ବାଭାବିକ ଭାବେ ବୁଲାବୁଲି ଏବଂ ଖିଆପିଆ କରିଥିଲେ।…
ଅଧିକ ଖବର ଦେଖନ୍ତୁ...

ସର୍ପାଘାତରେ ଶ୍ରମିକ ମୃତ

କାଳିଆପାଣି : ସୁକିନ୍ଦା ଥାନା ପିମ୍ପୁଡ଼ିଆ ପଞ୍ଚାୟତ ବାମନଗର ପୂର୍ବସାହି ବସ୍ତିରେ ସର୍ପାଘାତରେ ଦିନ ମଜୁରିଆ ଦେବେନ ପୂର୍ତ୍ତି(୫୫)ଙ୍କର ମୃତ୍ୟୁ ହୋଇଛି। ଘର ସମ୍ମୁଖ ଅଗଣାରେ ଶୋଇଥିବା ଦେବେନଙ୍କୁ ଏକ ବିଷଧର ସର୍ପ କାମୁଡ଼ି ଦେଇଥିଲା। ତାଙ୍କୁ ସୁକିନ୍ଦା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ନେଲା…
ଅଧିକ ଖବର ଦେଖନ୍ତୁ...

ବାଇକ୍‌ ଧକ୍କାରେ କନଷ୍ଟେବଳ ମୃତ

ଧର୍ମଶାଳା: ଧର୍ମଶାଳା ଥାନା ୧୬ନମ୍ବର ଜାତୀୟ ରାଜପଥର ଜାରକା ଗୋକର୍ଣ୍ଣେଶ୍ବର ମନ୍ଦିର ନିକଟ ରାସ୍ତାପାର୍ଶ୍ବ ବାଡ଼ାରେ ପିଟିହୋଇ ଜଣେ ପୁଲିସ୍‌ କନଷ୍ଟେବଳଙ୍କ ଆଜି ମୃତ୍ୟୁ ହୋଇଛି। ମୃତକ ହେଉଛନ୍ତି କୋରେଇ ବନ୍ଦାଳ (ବାଲିଆପାଳ) ଅଞ୍ଚଳର ସତ୍ୟରଂଜନ ଦାସ(୩୧)। ପୁଲିସ୍‌ ମୁଖ୍ୟାଳୟରେ…
ଅଧିକ ଖବର ଦେଖନ୍ତୁ...

ପୋଖରୀରୁ ଯୁବକଙ୍କ ଶବ ଉଦ୍ଧାର

ଯାଜପୁରଟାଉନ୍‌,: ଯାଜପୁର ଟାଉନ୍‌ କାଳୀମେଘାସ୍ଥିତ ଏକ ପୋଖରୀରୁ ଆଜି ଅପରାହ୍ଣରେ ଜଣେ ଯୁବକଙ୍କ ଶବ ଉଦ୍ଧାର ହୋଇଛି। ମୃତ ଯୁବକଙ୍କ ପରିଚାୟ ମିଳିପାରି ନାହିଁ। କେଉଁ ପରିସ୍ଥିତିରେ ଯୁବକ ଜଣକ ଏହି ପୋଖରୀକୁ ଆସି ପ୍ରାଣ ହରାଇଲେ ସେ ସଂପର୍କରେ ପୁଲିସ ତଦନ୍ତ ଚଳାଇଛି। ସୂଚନା ଅନୁସାରେ…
ଅଧିକ ଖବର ଦେଖନ୍ତୁ...

ପୂର୍ବତନ ସାଂସଦ ଅନାଦି ଚରଣ ଦାସଙ୍କ ଦେହାନ୍ତ, ଲୋକସଭାକୁ ୫ଥର ହୋଇଥିଲେ ନିର୍ବାଚିତ

ଭୁବନେଶ୍ବର/ଯାଜପୁର/ଦଶରଥପୁର: ପୂର୍ବତନ ଲୋକସଭା ସାଂସଦ ଅନାଦି ଚରଣ ଦାସଙ୍କ ଆଜି ୯୨ ବର୍ଷ ବୟସରେ ପରଲୋକ ହୋଇଯାଇଛି। ଭୁବନେଶ୍ବରସ୍ଥିତ ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ଶୁକ୍ରବାର ସନ୍ଧ୍ୟାରେ ତାଙ୍କର ଦେହାନ୍ତ ହୋଇଛି। ଯାଜପୁର ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ ଠାରେ…
ଅଧିକ ଖବର ଦେଖନ୍ତୁ...

ଯାଜପୁର ରାଜନୀତି: ବବିଙ୍କ ବିରୋଧୀ ଶିବିର ନେତୃତ୍ବହୀନ, ବିଜେଡି‌ରେ ବି କନ୍ଦଳ

ଯାଜପୁର : ୨୦୨୪ ସାଧାରଣ ନିର୍ବାଚନ ପାଖେଇ ଆସୁଥିବା ବେଳେ ଯାଜପୁର ଜିଲ୍ଲାର ରାଜନୀତି ସରଗରମ ହେବାରେ ଲାଗିଛି। ରାଜ୍ୟ ରାଜନୀତିରେ ଯାଜପୁରିଆ ନେତାଙ୍କ ଦବଦବା ରହିଆସିଛି। ସ୍ବର୍ଗତ ଅଶୋକ ଦାସ, ପୂର୍ବତନ ଅର୍ଥମନ୍ତ୍ରୀ ପ୍ରଫୁଲ୍ଲ ଘଡ଼େଇ, ସ୍ବର୍ଗତ କଳ୍ପତରୁ ଦାସଙ୍କ ପରେ ବିଜେଡି ରାଜ୍ୟ…
ଅଧିକ ଖବର ଦେଖନ୍ତୁ...