ଅନୁସନ୍ଧାନ କରୁଥିବା ବର୍ଗ

କନ୍ଧମାଳ

ମୌଳିକ ସୁବିଧା ଅପହଞ୍ଚ: ସାଧାରଣ ନିର୍ବାଚନରେ ଭୋଟ ବର୍ଜନ ଚେତାବନୀ ଦେଲେ ଗ୍ରାମବାସୀ

ଘୁ.ଉଦୟଗିରି: ଗଣତାନ୍ତ୍ରିକ ସରକାର ବିଭିନ୍ନ ଯୋଜନାରେ ତୃଣମୂଳ ସ୍ତରରେ ଲୋକମାନଙ୍କର ମୌଳିକ ସମସ୍ୟାର ସମାଧାନ କରିବା ସହିତ ଖୁସିର ବାର୍ତ୍ତା ଦେଉଛନ୍ତି। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମାଳମାଳ ଯୋଜନା ଓ ପ୍ରକଳ୍ପମାନ ତିଆରି କରି ଜନସାଧାରଣଙ୍କୁ ସମସ୍ତ ସୁବିଧା ପହଞ୍ଚାଇବାରେ ପ୍ରୟାସ…
ଅଧିକ ଖବର ଦେଖନ୍ତୁ...

କଳିଙ୍ଗାଘାଟିରେ ପଡ଼ିଥିବା ତେଲ ଯୋଗୁଁ ଦୁର୍ଘଟଣାର ଶିକାର ହେଉଛନ୍ତି ବାଇକ୍‌ ଚାଳକ

ଘୁ.ଉଦୟଗିରି: ସ୍ଥାନୀୟ ଥାନା ଅନ୍ତର୍ଗତ କଳିଙ୍ଗା ଘାଟିରେ ଗତ ଦୁଇ ଦିନ ହେଲା ସିରିଜ ବାଇକ ଦୁର୍ଘଟଣା ହେଉଥିବା ଦେଖିବାକୁ ମିଳିଛି। କଳିଙ୍ଗାଘାଟିର ଏକ ବୁଲାଣିରେ ମଝି ରାସ୍ତାରେ କୌଣସି ଗାଡିରୁ ଅଏଲ ପଡି ରାସ୍ତାସାରା ପଡ଼ିଛି। ଫଳ ସ୍ୱରୂପ ରାସ୍ତାରେ ଗଲାବେଳେ ବାଇକ ଗୁଡିକ ଅଏଲ ପଡ଼ିଥିବା…
ଅଧିକ ଖବର ଦେଖନ୍ତୁ...

ଭାରସାମ୍ୟ ହରାଇ ଓଲଟିଲା ଯାତ୍ରୀବାହୀ ଅଟୋ; ୭ ଗୁରୁତର, ୨ ଆହତ

ମଦନପୁର ରାମପୁର/ମୋହନଗିରି: ବାହାଘର ଉତ୍ସବରେ ଯୋଗଦେବା ପାଇଁ ଯାଉଥିବା ବେଳେ ଯାତ୍ରୀବାହୀ ଅଟୋ ଭାରସାମ୍ୟ ହରାଇଛି। ଏଥିରେ ୭ ଜଣ ଗୁରୁତର ହୋଇଥିବା ବେଳେ ଅନ୍ୟ ୨ ଜଣ ଆହତ ହୋଇଛନ୍ତି। ଦୁର୍ଘଟଣାର ଶିକାର ହୋଇଛନ୍ତି କଳାହାଣ୍ଡି ଜିଲ୍ଲା ମଦନପୁର ରାମପୁର ବ୍ଲକ ଅନ୍ତର୍ଗତ ଦେଢ଼ଶୁଲି…
ଅଧିକ ଖବର ଦେଖନ୍ତୁ...

ବୋଲେରୋ ଧକ୍କାରେ ମିନିବସ୍‌ ଚାଳକଙ୍କ ମୃତ୍ୟୁ, ୧୩ ଆହତ ଯାତ୍ରୀଙ୍କ ମଧ୍ୟରୁ ଜଣେ ଗୁରୁତର

ଘୁ.ଉଦୟଗିରି: କନ୍ଧମାଳ ଜିଲ୍ଲା ଘୁମୁସର ଉଦୟଗିରି ଥାନା ଅଧୀନ ମାଲାନସୁଗା ଛକ ନିକଟରେ ଆଜି ଅପରାହ୍ନରେ ଯାତ୍ରୀବାହୀ ମିନିବସ୍‌କୁ ବୋଲେରୋ ଧକ୍କା ଦେଇଛି। ଏଥିରେ ବସ୍‌ ଚାଳକଙ୍କ ମୃତ୍ୟୁ ହୋଇଛି। ୧୩ ଜଣ ଆହତଙ୍କ ମଧ୍ୟରୁ ଜଣେ ଗୁରୁତର ଅଛନ୍ତି। ମୃତ ବସ୍‌ ଚାଳକ ହେଲେ ଆଦିକନ୍ଦ ପଣ୍ଡା।…
ଅଧିକ ଖବର ଦେଖନ୍ତୁ...

ଘୁ.ଉଦୟଗିରି ଅଞ୍ଚଳରେ କାଳବୈଶାଖୀ ପ୍ରଭାବ, ପ୍ରବଳ ପବନ, ସହ କୁଆପଥର ବର୍ଷା

ଘୁ.ଉଦୟଗିରି: କନ୍ଧମାଳ ଜିଲ୍ଲା ଜି.ଉଦୟଗିରିରେ ଆଜି ସକାଳୁ ଆକାଶ ମେଘୁଆ ରହିବା ସହ ତୁହାକୁ ତୁହା ବର୍ଷା ହେବା ସହ ଅପରାହ୍ନରେ ଆକାଶରେ କଳାହାଣ୍ଡିଆ ବାଦଲ ଦେଖାଦେବା ସହ ପ୍ରବଳ ବେଗରେ ପବନ ବୋହି ଘଡଘଡି ବିଜୁଳି ମାରିବା ସହ ପ୍ରବଳ କୁଆପଥର ବର୍ଷା ଦୀର୍ଘ ଏକଘଣ୍ଟା ଧରି ହୋଇଥିଲା। ରାସ୍ତାଘାଟ…
ଅଧିକ ଖବର ଦେଖନ୍ତୁ...

ଘୁ.ଉଦୟଗିରି ଉପଖଣ୍ଡ ଘୋଷଣା ଦାବିରେ ମିଳିତ କ୍ରିୟାନୁଷ୍ଠାନ କମିଟିର ୨୪ଘଣ୍ଟିଆ ବନ୍ଦ ଡାକରା ସଫଳ

ଘୁ.ଉଦୟଗିରି: କନ୍ଧମାଳ ଜିଲ୍ଲା ଘୁ.ଉଦୟଗିରିକୁ ଉପଖଣ୍ଡ ଘୋଷଣା ଦାବିରେ ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଆଜି ୨୪ଘଣ୍ଟିଆ ଘୁ.ଉଦୟଗିରି ବନ୍ଦ ଡାକରା ଦିଆଯାଇଥିବା ବେଳେ ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି। ବନ୍ଦ ଫଳରେ ସାରା ଅଞ୍ଚଳରେ ଜୀବନଯାତ୍ରା ଠପ ହୋଇଯାଇଥିଲା। କଳିଙ୍ଗାଠାରେ ସମସ୍ତ…
ଅଧିକ ଖବର ଦେଖନ୍ତୁ...

ଘୁମୁସର ଉଦୟଗିରିକୁ ରାଜସ୍ୱ ଉପଖଣ୍ଡ ଘୋଷଣା ଦାବିରେ ଆଜି ୨୪ଘଣ୍ଟିଆ ବନ୍ଦ ଡାକରା

ଘୁ.ଉଦୟଗିରି: ମୁଣ୍ଡ ଉପରେ ସାଧାରଣ ନିର୍ବାଚନ। କେଉଁ ମୁହୂର୍ତ୍ତରେ ନିର୍ବାଚନ କମିସନର ନିର୍ବାଚନ ତାରିଖ ଘୋଷଣା ସହ ନିର୍ବାଚନ ଆଚରଣବିଧି ଲାଗୁ କରିବାକୁ ଥିବା ବେଳେ ଘୁ.ଉଦୟଗିରିକୁ ରାଜସ୍ୱ ଉପଖଣ୍ଡ ଘୋଷଣା ଦାବିରେ ଶୁକ୍ରବାର ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ୨୪ଘଣ୍ଟିଆ ବନ୍ଦ ଡାକରା…
ଅଧିକ ଖବର ଦେଖନ୍ତୁ...

ପ୍ରସ୍ତାବିତ ନୂତନ ବସଷ୍ଟାଣ୍ଡକୁ ଅନ୍ୟତ୍ର କରିବାକୁ ନେଇ ରାଇକିଆବାସୀଙ୍କ ପକ୍ଷରୁ ରାସ୍ତା ଅବରୋଧ

ଘୁ.ଉଦୟଗିରି: ରାଜ୍ୟ ସରକାର ରାଇକିଆଠାରେ ନୂତନ ବସଷ୍ଟାଣ୍ଡ ନିର୍ମାଣ ନିମନ୍ତେ ଅର୍ଥ ମଞ୍ଜୁର କରିବା ପରେ ରାଇକିଆ ରାଜସ୍ୱ ବିଭାଗ ପକ୍ଷରୁ ତତ୍ପରତା ପ୍ରକାଶ କରି ରାଇକିଆ ସହରର ମଧ୍ୟଭାଗରେ ଥିବା ବସଷ୍ଟାଣ୍ଡରେ ନୂତନ ସରକାରୀ ବସଷ୍ଟାଣ୍ଡ ନିର୍ମାଣ ନିମନ୍ତେ ଯୋଜନା ପ୍ରସ୍ତୁତ କରିବା ପରେ…
ଅଧିକ ଖବର ଦେଖନ୍ତୁ...

ନିଜ କାର୍ଯ୍ୟାଳୟ ସମ୍ମୁଖ ରାସ୍ତା ନିର୍ମାଣ କରିବାରେ ଅସମର୍ଥ ଘୁମୁସର ଏନ୍‌ଏସି କର୍ତ୍ତୃପକ୍ଷ

ଘୁ.ଉଦୟଗିରି: ୪୪ବର୍ଷର ଏନଏସି ହେଉଛି ଘୁ.ଉଦୟଗିରି। ଜିଲ୍ଲାର ଏକ ପୁରୁଣା ଏନଏସି। ୧୨ହଜାର ଜନସଂଖ୍ୟା ସହ ୧୩ଗୋଟି ୱାର୍ଡ ରହିଛି। ଆଜି ପର୍ଯ୍ୟନ୍ତ ସହରର ମାଷ୍ଟର ପ୍ଲାନ ନାହିଁ। ବିନା ମାଷ୍ଟର ପ୍ଲାନରେ ଚାଲିଛି ସହରର ବିକାଶ। ମୁଣ୍ଡ ଉପରେ ସାଧାରଣ ନିର୍ବାଚନ ଥିବା ବେଳେ ଦୂରଦୃଷ୍ଟି ଅଭାବ…
ଅଧିକ ଖବର ଦେଖନ୍ତୁ...

ଭୋଜିରେ ବଚସାରୁ ସାଙ୍ଗକୁ ହତ୍ୟା

ତୁମୁଡ଼ିବନ୍ଧ: ବିବାହଭୋଜିରେ ବଚସା କାରଣରୁ ତୁମୁଡିବନ୍ଧ ବ୍ଲକ୍‌ ବେଲଘର ଥାନା ଅନ୍ତର୍ଗତ ଲଙ୍କାଗଡ଼ ପଞ୍ଚାୟତର ସୁଲେରେଜୁ ଗ୍ରାମରେ ସାଙ୍ଗକୁ ହତ୍ୟା କରିଛନ୍ତି ଆଉ ଦୁଇ ସାଙ୍ଗ। ଶୁକ୍ରବାର ରାତ୍ରି ପ୍ରାୟ ୯ଟା ସମୟରେ ସନ୍ଦିପଦର ଗ୍ରାମର ଟେଙ୍ଗେ ମାଝି ଓ ବୁଡିଙ୍ଗଲୁ ଗ୍ରାମର ସେବେନା ମାଝୀ…
ଅଧିକ ଖବର ଦେଖନ୍ତୁ...